STORYMIRROR

Amita Dash

Abstract Inspirational Children

3  

Amita Dash

Abstract Inspirational Children

ସ୍କାଏଲାବ

ସ୍କାଏଲାବ

1 min
172


୧୯୮୬ ମସିହା କଥା

ସ୍କାଏଲାବ୍ ପଡ଼ିବ,ସ୍କାଏଲାବ୍ ପଡ଼ିବ

ଗାଁ ଟା ସାରା ଚହଳ

ଗାଁ ଟା ଯାକରେ ଗୋଟିଏ,ଦିଇଟି

ରେଡ଼ିଓ ପାଖରେ ଲୋକଙ୍କ ଭିଡ଼

ସମସ୍ତେ ମରିବା ଭୟରେ ଆତଙ୍କିତ

ଆଗରୁ ରୋଷେଇ ସାରି, ସବୁ ଦାଣ୍ଡ ପିଣ୍ଡାରେ ବସ

ଯାହା ହେବ ସବୁ ଗୋଠେଶ୍ବର ଆଶ

ଯାହା ଯାହାର ହଉଚି ହଉ

ସୃଷ୍ଟି ଧ୍ଵଂସ ହେଉ ଅବା ରସାତଳ ଯାଉ

ଜେଜେଙ୍କ ର ଦସ ଠେକି ପାଣି ଭରିବା ଦରକାର

ମୋ ବାଛୁରୀ ଚିନ୍ତାତ ନାହିଁ ତାଙ୍କର

ସେ ପୁଣି ଖାଇବ , ବଞ୍ଚିବ!

ଯିଏ ଯାହା କର

ମୁଁ ମୋର ଆଣି ଯାଉଛି ଘାସ

ବିଲରେ ମୋ ଉପରେ ପଡ଼ିଗଲେ ସ୍କାଏଲାବ୍!!

ମୋ ଉପରେ ପଡ଼ିଲେ ପଡୁ 

ହେ ଠାକୁର,ମୋ ରାଣୀର କୋଟି ପରମାୟୁ ହଉ




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract