ଶୁଭ ରାତ୍ରୀ
ଶୁଭ ରାତ୍ରୀ
ଭରା ଯଉବନ ଝରା ଶିଉଳିରେ
ଯେବେ ଯୋଡି ଦେଲି ପ୍ରୀତି
ଫେଡ଼ି ହୋଇଗଲା ସପନ ସବୁ ମୋ
ପାହିଗଲା ଯେତେ ନିଶି,
ଆଖି ପଖାଳିଲା ଲୁହରେ ପଲକ
ଛାତି ଦେଖୁଥିଲା ବସି
ଚାଲି ଯାଉଥିଲା ଅଳସ ତନ୍ଦ୍ରାର
ପଥ ପରେ ରାଜହଂସୀ ।।
ତପନ ଦୀକ୍ଷିତ
(ବେଳାଭୂମି)
20.10.2017
