ବିଦଗ୍ଧକବି
ବିଦଗ୍ଧକବି
ପ୍ରେମର ଫଲ୍ଗୁ ପାଲଟେ ଯେଉଁଠି
ବିରହର ଏକ ନଈ
ସେଇଠି ଆସେ ମୁଁ ତୋ ପାଇଁକି ସଖୀ
ବିଦଗ୍ଧ କବିଟେ ହୋଇ,
ଲେଖନୀରେ ଗୁନ୍ଥେ ଶବ୍ଦ କୁସୁମ
ନିହାଣେ ଗଢଇ ମୂର୍ତ୍ତି
କପୋଳ କଳ୍ପିତ କାମନା ସବୁକୁ
କଳ୍ପନାରେ କରେ ପୂର୍ତ୍ତି,
ଅବା ତୂଳୀକାରେ ରଙ୍ଗ ଉଡା଼ଏ
ରହି ରାତି ଉଜାଗର
ସପନ ପିଠିରେ ଆଙ୍କୁଥାଏ ବସି
ସାଜି ଏକ ଚିତ୍ରକାର
ବିରହ ନଈର କୂଳେ ବୁଲୁଥାଏ
ବାଟ ଚାହିଁଚାହିଁ ତୋର
ଲୁହର ଶ୍ରାବଣେ ଭିଜାଇ ଭିଜାଇ
ବଇଶାଖୀ ଦେହ ମୋର
(ସଂସ୍କୃତ- ବିଶେଷଣ- (ବି+ଦହ୍ଧାତୁ=ଦାହକରିବା+କର୍ମ. ତ; କାମଦ୍ୱାରାଦଗ୍ଧ)
୧. ରସିକ —୧. Witty; j̄ovial; humorous. ୨. ନାଗର — ୨. Lustful; gallant; amorous. ୩. ଚତୁର — ୩. Clever; shrewd. ୪. ପଟୁ; ନିପୁଣ —୪. Able; skilful. ସଂସ୍କୃତ- ବିଶେଷ୍ୟ-[ସମ୍ପାଦନା]. ୧. ପଣ୍ଡିତ —୧. A learned man. ୨. ରସିକବ୍ୟକ୍ତି —୨. A beau; a wit. ୩. ନାଗର —୩. A gallant. ...ତପସ୍ଵିନୀ/ପ୍ରଥମସର୍ଗ
ତେଣିକିମଧ୍ୟମନରେକିଭାଳି; ନପାରିଲେରୋଦନରଆବେଗସମ୍ଭାଳି| ୫୨| ଆରତବିକଳସ୍ୱରେବିଦଗ୍ଧଲପନେବନସ୍ତବ୍ଧକରିଦେନେଘୋରବିଳପନେ| ୫୩| ବୋଲୁଥାନ୍ତିସେଦୁଃଖିନୀ
