STORYMIRROR

Bela Bhumi

Others

1  

Bela Bhumi

Others

ପ୍ରିୟାପାଇଁ ପୁନର୍ଜନ୍ମ

ପ୍ରିୟାପାଇଁ ପୁନର୍ଜନ୍ମ

1 min
126


ଅଳସ ତନ୍ଦ୍ରାର ସହରରେ ଯେବେ

ସ୍ୱପ୍ନ ହୁଏ ଋତୁଛୁଆଁ

ଶବ୍ଦ ପୁଞ୍ଜରେ ଶିହରଣ ଖେଳେ

ଜନ୍ମେ ତା କବିତା ପ୍ରିୟା,

କଳ୍ପନା ଆକାଶୁ ଲଞ୍ଜା ତାରା ଖସେ

ରାତିଟା ନିଶୁନ୍ ହୁଏ 

ଅନ୍ଧାର କୁହେ ରାମ୍ ରାମ୍ ବୋଲି 

'କବି' ପୁନର୍ଜନ୍ମ ନିଏ

ଖାସ୍ ତା  କବିତା ପାଇଁ

ସେ କେହି ନୁହେଁ ଆଉ

ସେ ଏଇ…….'ବେଳାଭୂଇଁ'।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍