STORYMIRROR

Bela Bhumi

Romance

3  

Bela Bhumi

Romance

ତୁ ମୋର କିଏ ଲାଗୁ?

ତୁ ମୋର କିଏ ଲାଗୁ?

1 min
207


ଆଜି.....

କାଶ ହସୁ ନାହିଁ ପଳାଶ ମହକେ

ଗାଁ ନଈପଠା ଧାରେ,

ଘାସ ଫୁଲ ଆଉ ଫୁଲେନି ପ୍ରଭାତେ

ତୋପାଦ ଅଳତା ଗାରେ,

ସଞ୍ଜର ଶିଉଳି ଫୁଟିଝରିଯାଏ

ସିନ୍ଦୁରା ଫାଟିବା ଆଗୁ

ଶେଷରାତି ସ୍ୱପ୍ନ ପଚାରି ବସଇ

ତୁ ମୋର କିଏ ଲାଗୁ?

ମୁଁ ସିନା ଜାଣିଛି ତୁ ମୋର କିଏ

ହେଲେ ତୁ ବୁଝିବୁ କାହୁଁ

ବଧୂବେଶେ ଯେବେ ଆଙ୍ଗୁଳି ଓଠେ ତୁ

କହିଥିଲୁ ବାସ୍ ଥାଉ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance