STORYMIRROR

Archana Sahoo

Tragedy Fantasy Inspirational

3  

Archana Sahoo

Tragedy Fantasy Inspirational

ସାଙ୍ଗ ଓ ରଙ୍ଗ

ସାଙ୍ଗ ଓ ରଙ୍ଗ

1 min
17

ସାଙ୍ଗ ତୁମେ ନାହଁ ବୋଲି 

ସବୁ ରଙ୍ଗ ମୋର ଫିକା

ନାଲି ଧଡ଼ି ପକା ଧଳା ରଙ୍ଗ

ତମେ ହିଁ ତ ମତେ ଶିଖେଇଥିଲ


ତୁମ ଉପଦେଶରେ 

ତୁମକୁ ଶିଢ଼ି କରି 

ବେଶ ଉପରକୁ ଉଠିଗଲି

 

ଭାବୁଛ କି ମୁଁ ତୁମକୁ ଭୁଲିଗଲି ବୋଲି

ନା ନା କେବେ ନୁହେଁ 

ତୁମେ ମୋର ନାଲି ଧଡ଼ି ପକା ଶାଢ଼ୀ


ତୁମେ ମୋର ପଥ ପଦର୍ଶକ ସାଙ୍ଗଟିଏ

ତୁମକୁ ଗୁରୁ ଭାବି ପ୍ରଣାମ ଜଣାଉଛି ମୁଁ


ଉଁ ହୁଁ ନାଲି କେବଳ ଲିପିଷ୍ଟିକର ପ୍ରତୀକ ନୁହେଁ

ଏହା ମହିଷାସୁରର ରକ୍ତର ପ୍ରତୀକ ମଧ୍ୟ


ହେ ସାନ ସାଙ୍ଗ ଗୁରୁ ତୁମକୁ କୋଟି ପ୍ରଣାମ

ନାଲି ଧଡ଼ି ପକ୍କା ଶାଢ଼ୀ ଉପହାରରେ ଦେଇଥିବାରୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy