STORYMIRROR

Bharati Bhusan Das

Fantasy

3  

Bharati Bhusan Das

Fantasy

ଝଡ଼

ଝଡ଼

1 min
142

କେଁଉ ଝଡ଼ କଥା କହୁଛ ବନ୍ଧୁ

କବିତାର ଝଡ଼ ନା ଜୀବନର...

ଯଦି କୁହ... କବିତାର...

ତେବେ ପ୍ରେମର... ନା ବିରହର...

ଆକର୍ଷର... ନା ବିକର୍ଷର...

ମଳୟର... ମଲ୍ଲାରର...

ଆଉ ଯଦି ଜୀବନର... କଥା କହୁଛ...

ସ୍ବପ୍ନର...ନା ସମ୍ପର୍କ ର...


ଭାବନାର... ନା... ଅବସାଦର..

ଝଡ଼ ଆସେ... ପୁଣି ଝଡ଼ ଥମିଯାଏ...

ନିରବି ଯାଏ ଜୀବନ... କେଇ ମୁହୂର୍ତ୍ତ ପାଇଁ

ଭରିଯାଏ ଆଶା କଳ୍ପନାରେ...

ସବୁ କିଛି ...ସ୍ୱପ୍ନ ଭଳି .....  

କବିତାର ଝଡ଼ ହେଉ ବା ଜୀବନର

ବାସ୍ତବତାକୁ ଅନୁଶୀଳନ କରି

ଥମିଯିବା ପର୍ଯ୍ୟନ୍ତ..... ପ୍ରତୀକ୍ଷା କରିବା ହିଁ....

ଉଚିତ ହେବ.....।

        

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy