ପରଂ ବ୍ରହ୍ମ ଜଗନ୍ନାଥ 🙏🙏🙏
ପରଂ ବ୍ରହ୍ମ ଜଗନ୍ନାଥ 🙏🙏🙏
ପରଂବ୍ରହ୍ମ ଜଗନ୍ନାଥ ବୈକୁଣ୍ଠ ବିହାରୀ 🙏🙏🙏
🌹🌹🌹🌹🌹🌹🌹🌹🌹🌹🌹🌹🌹
ପରଂବ୍ରହ୍ମ ଜଗନ୍ନାଥ ବୈକୁଣ୍ଠ ବିହାରୀ......
ପରମେଶ୍ୱର ଜଗଦୀଶ୍ଵର ମୁକୁନ୍ଦ ମୁରାରୀ
ନୀଳକନ୍ଦରରେ..... ନୀଳଶଇଳରେ.......
ତୁମେ ଆଦି ତୁମେ ଅନ୍ତ...... ନୀଳାଦ୍ରି ବିହାରୀ......
ପରଂ ବ୍ରହ୍ମ ଜଗନ୍ନାଥ ବୈକୁଣ୍ଠ ବିହାରୀ...... 🙏
କ୍ଷୀର ସାଗର ରେ..... ଅନନ୍ତ କୋଳରେ
ନାରାୟଣ ବିଷ୍ଣୁ ତୁମେ... ଯୋଗ ନିଦ୍ରାରେ.......
ସଂସାର ଲୀଳାର ତୁମେ ସଂସାରୀ ଭୋଗୀ
ଭକ୍ତି ସୁଧା ଅମୃତ ଭକ୍ତ ଅନୁରାଗି............
ତୁମେ ଚରାଚର ପ୍ରଭୁ ......ତୁମେ ସର୍ବ ବ୍ୟାପ୍ତ
ତୁମେ ଆଦି ତୁମେ ଅନ୍ତ...... ତୁମେ ସର୍ବ ଜ୍ଞାତ 🙏
ଅନୁରକ୍ତି ତୁମଠାରେ ହେ ଗୋବିନ୍ଦ ହରି.....
ଅନୁଭବେ ଅନୁଭବ..... ମୁକୁନ୍ଦ ମୁରାରୀ......
ତୁମେ ସଚଳ..... ତୁମେ ଅଚଳ........
ତୁମେ ପରା ମୁକ୍ତ ବାୟୁ...... ପ୍ରଭା ମଣ୍ଡଳ
ତୁମେ ହିଁ ସର୍ବ ନିୟନ୍ତା.... ତୁମେ ଭାଗ୍ୟ ବିଧାତା
ତୁମ ବିନା ଅନ୍ୟ ଗତି ନାହିଁ କାହାରି .....
ପରଂ ବ୍ରହ୍ମ ଜଗନ୍ନାଥ ବୈକୁଣ୍ଠ ବିହାରୀ.....
ପରମେଶ୍ୱର ଜଗଦୀଶ୍ଵର ମୁକୁନ୍ଦ ମୁରାରୀ...... 🙏
ବୈକୁଣ୍ଠ ରେ ତୁମେ....ଗୋପ ପୁରେ ତୁମେ
ତୁମେ ତ୍ରେତୟା ରେ ପୁଣି ତୁମେ ସତ୍ୟ ଯୁଗରେ
ଦ୍ୱାପର ଯୁଗରେ ତୁମେ...... ତୁମେ ସର୍ବ ବିଦିତ
ପରଂ ବ୍ରହ୍ମ ପରମେଶ୍ୱର...... ତୁମେ ହିଁ ଅନନ୍ତ
ତୁମେ କଳିରେ........
ତୁମେ...... ଭାବରେ.....
ତୁମେ ପୁଣି ବନ୍ଧା ପ୍ରଭୁ ଭକ୍ତ ଅଧୀନରେ
ତୁମେ ଜଗନ୍ନାଥ....... 🙏🙏🙏
ଜଗତର ନାଥ........
ତୁମେ ପରବ୍ରହ୍ମ....ତୁମେ ଗୋଲକ ନାଥ 🙏🙏🙏
ଦୀନବନ୍ଧୁ ଦଇତାରୀ...... ଭକ୍ତ ର ଡୋରି....
ଟାଣି ନିଅ ମହାବାହୁ...... ଶ୍ରୀକ୍ଷେତ୍ର ପୁରୀ.....
ପରଂ ବ୍ରହ୍ମ ଜଗନ୍ନାଥ ବୈକୁଣ୍ଠ ବିହାରୀ....
ପରମେଶ୍ୱର ଜଗଦୀଶ୍ଵର.... ମୁକୁନ୍ଦ ମୁରାରୀ....
ନୀଳକନ୍ଦ ର ରେ..... ନୀଳଶଇଳରେ...
ତୁମେ ଆଦି ତୁମେ ଅନ୍ତ ନୀଳାଦ୍ରି ବିହାରୀ..🙏🙏🙏
🌹🌹🌹🌹🌹🌹🌹🌹🌹🌹🌹🌹🌹
ଶ୍ରୀ ଭାରତୀ ଭୂଷଣ ଦାସ
ପୁରୀ
🙏୯୪୩୭୩୦୬୦୬୬🙏
