STORYMIRROR

Gunanidhi Samal

Romance Fantasy

3  

Gunanidhi Samal

Romance Fantasy

ଶ୍ରୀରାଧା

ଶ୍ରୀରାଧା

1 min
54

ରାଧା ରାଧା ଯେବେ

ବଇଁଶୀ ନ'ଡାକେ

ମୋତେ ତ ଲାଗଇ ବାଧା

ଭାବେ ମୁଁ" କହ୍ନାଇ

ଗଲାକି ଦୂରେଇ

ତୁଟାଇ ମୋ" ସ୍ନେହ ଶ୍ରଦ୍ଧା,

ଅବା କେଉଁ ଗୋପବାଳୀ

ପ୍ରେମରେ ଭୁଲାଇ

ନେଲାକି ଚୋରାଇ

ପ୍ରୀତିର ପଣତେ ତୋଳି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance