STORYMIRROR

Gunanidhi Samal

Others

3  

Gunanidhi Samal

Others

ଜାଗ ଜନତା ଜାଗ

ଜାଗ ଜନତା ଜାଗ

1 min
183

ୟୁକ୍ରେନ ସାଥିରେ ଋଷ ଲଢିଲା

ୱାର୍ଲଡ଼ ରେ ହେଲା ହାଲା

ସେଇ ଦିନଠାରୁ ଖାଲିଆ ପଡିଛି

ଘରେ ମୋ ପରିବା ଡାଲା,

ପେଟ୍ରୋଲ ବଢ଼ିଲା ଡିଜେଲ ବଢ଼ିଲା

ବଢ଼ିଲା ଖାଇବା ତେଲ

ଗ୍ୟାସ ସାଥିରେ କରେଣ୍ଟବି ଏବେ

କରିଲାଣି କଲବଲ ,

ପେଟରେ ଲାଗୁଛି ନିଆଁ

କେତେନିଅ କର କେନ୍ଦ୍ର,ରାଜ୍ୟ ମୁଖ୍ୟ

ଜଣାଉନ ଏବେ କିଆଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍