STORYMIRROR

Gunanidhi Samal

Comedy

3  

Gunanidhi Samal

Comedy

ପ୍ରୋପୋଜ

ପ୍ରୋପୋଜ

1 min
22

କଲେଜ ଜୀବନ ଭାରି ହୀନିମାନ

ପେରେମ କରିବି ବୋଲି

ଯାହାକୁ ଦେଖିଲି ତାପଛେ ଧାଇଁଲି

ପାଠ ଶାଠ କଥା ଭୁଲି,

ଯାହାପାଖେ ଦିନେ ଆଣ୍ଠେଇ ପଡିକି

ବଢ଼ାଇ ଦେଲି ଗୋଲାପ

ଦୁଇଗାଲେ ସିଏ ଆଙ୍କି ଦେଇଗଲା

ପାଞ୍ଚ ଆଙ୍ଗୁଳିର ଛାପ,

ଲିଭିଗଲା ମୋର ହସ

ଛାଡି ମୁଁ ପାରୁନି ଶାଶୁଝିଅ ଆଗେ

ଆଣ୍ଠେଇ ପଡିବା ଦୋଷ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy