Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଫାଲତୁ ଫିତୁ

Comedy Others

3  

ଫାଲତୁ ଫିତୁ

Comedy Others

ଏମିତି ସ୍ମୃତି

ଏମିତି ସ୍ମୃତି

1 min
6.8K


ଗାଁ ନଈ କୂଳ ବୁଦା-ପଡ଼ିଆ

ଅଧଘଣ୍ଟା ଯାଏ ପେଟ ବାଡ଼ିଆ !

ମହାଦେବ ଷଣ୍ଢ ପିଠିରେ ଚଢ଼ି

ଛାଡିଥିଲେ ଆମେ କେତେ ଯେ ରଡ଼ି !

ଚୋରେଇ ଖାଇଛେ ବାରି ନଡ଼ିଆ

ବୁଢ଼ୀଗାଳି ସତେ କେତେ ବଢ଼ିଆ !

ପ୍ରିୟା ପାଇଁ ଯେତେ ଲେଖିଛେ ଚିଠି

ଦେଇନେ, ତେଣୁ ସେ କଲା ଚଉଠୀ !

ଗାଁ ମାଇପେଙ୍କ ଟାହିଟାପରା

କେତେ କୁତୁକୁତୁ ଲାଗିଛି ପରା !

ସାଙ୍ଗ ମେଳେ ପୁଣି ଲଗେଇ ବିଡ଼ି

ଖଣ୍ଡିକାଶ କେତେ ଦେଇଛେ ଛାଡ଼ି !

ଏମିତି ସ୍ମୃତି...

କୋଉଠି ହଜିଲା ? ଖୋଜୁଛି ନିତି !!

ଫାଲତୁ ଫିତୁ

୯୫୮୩୬୭୮୩୪୫


Rate this content
Log in

Similar oriya poem from Comedy