STORYMIRROR

Pramod Kumar Jena

Comedy

3  

Pramod Kumar Jena

Comedy

କଣ ମାଇଣ୍ଡି କଲେ କି???

କଣ ମାଇଣ୍ଡି କଲେ କି???

1 min
298


କଲେଜରେ ଏବେ ପାଠ କଅମ

ଖାତା ବହି ହାତେ ନାହିଁ କଲମ


ହାତେ ମୋବାଇଲି ଇଅର ଫୋନ

କଲେଜ ବାହାରେ କଟୁଛି ଦିନ


ଯୁଆଡେ ଦେଖିବ ଯୁଗଳ ମୂର୍ତ୍ତି

ଲୁଚି ଛପି କେତେ କରନ୍ତି କିର୍ତ୍ତୀ


ଆଖିକୁ ଏସବୁ ରୁଚୁନି ବୋଲି

କହିଦେଲୁ ଟିକେ ମୁହଁଟା ଖୋଲି


କଣ ମାଇଣ୍ଡି କଲେ କି???



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy