STORYMIRROR

Pramod Kumar Jena

Others

3  

Pramod Kumar Jena

Others

ରାଜନୀତି

ରାଜନୀତି

1 min
139



ରାଜନୀତି ପରା ଏମିତି ଖେଳ

ହାରିଲେ ଜିତିଲେ ସମାନ ଫଳ


ଶାସକ ବିପକ୍ଷ ଅନ୍ଧାରି ମେଳ

ଲୋକ ଦେଖାଣିଆ ସବୁ କନ୍ଦଳ


ଆମେ ସବୁ ଯେତେ ଶୁଣିବା ଲୋକ

ଆମ ପାଇଁ ଏକା ପୁରୀ କଟକ


ମିଶାଇ ଫେଡାଇ କରି ହିସାବ

ଜଣାଇବେ ଯଦି ମିଳେ ଜବାବ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍