STORYMIRROR

Pramod Kumar Jena

Tragedy Crime

2  

Pramod Kumar Jena

Tragedy Crime

ରାଜନୀତି 2

ରାଜନୀତି 2

1 min
261

ସଇତାନ ହାତେ     ଇଜ୍ଜତ ହାରିଲେ

କେତେ ଭାରତୀୟ ନାରୀ

ଗୋଟିଏ ଘଟଣା    ଖାଲି ଦେଖାଗଲା

କରୁଣା ପଡିଲା ଝରି



ଗାଆଁଠୁ ସହର       ସବୁଆଡେ ରାଲି

ପୋଷ୍ଟର୍ କ୍ୟାଣ୍ଡେଲ୍ ହାତେ

ଶୁଣିଥିଲି କେବେ ଗୋଠ ମାତିଲେ ରେ

ଖଣ୍ଡିଆ ହଡା ବି ମାତେ


ଦୁର୍ଭାଗ୍ୟ ଦେଶର     ପ୍ରତି ଘଟଣାରେ

ଚାଲେ ଏଠି ରାଜନୀତି

ସଫଳ ହୋଇଛି     ଜାଲସାଜି ଦେଖି

ହସୁଥିବେ ଅପରାଧୀ

ହସୁଥିବେ ଅପରାଧୀ



Rate this content
Log in

Similar oriya poem from Tragedy