STORYMIRROR

Pramod Kumar Jena

Others

4  

Pramod Kumar Jena

Others

ସକଳ ସୁଖ ତୋ ଚରଣେ

ସକଳ ସୁଖ ତୋ ଚରଣେ

1 min
408

ସୁଖ ସାଗରରେ         ଭାସୁଥିବା ବେଳେ

ତୋ କଥା ଗଲି ପାଶୋର

ଦୁଃଖେ ସବୁ ରାସ୍ତା       ବନ୍ଦ ହୋଇ ଗଲେ

ଧାଇଁଲି ତୋ ଶ୍ରୀ ମନ୍ଦିର ।


ସବୁ ସୁଖ ତୋର             ଚରଣରେ ଅଛି

ଆଗୁ ଜାଣିଥିଲେ ପାରି

ଆଉ କାହା ପାଖେ         ମୁଣ୍ଡ ନୁଆଁଇ ମୁଁ

କରି ନ ଥାନ୍ତି ଗୁହାରି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍