STORYMIRROR

Pramod Kumar Jena

Comedy Others

2  

Pramod Kumar Jena

Comedy Others

ରିଟାୟାରମେଣ୍ଟ

ରିଟାୟାରମେଣ୍ଟ

1 min
3.2K

ଆଉ କ'ଣ ଏବେ ଅଛି ପଚାଶ

ରିଟାୟାରମେଣ୍ଟ ଷାଠିଏ ବର୍ଷ

ତଥାପି ମନରେ ନାହିଁ ସନ୍ତୋଷ

ବଢାଇବେ ଆଉ ଦୁଇ ବରଷ

ଚାକିରି ସାରିକି ଫେରିଲେ ଘର

ବାପା ମାଆ ଥିବେ ଆର ପାରିର

ପଞ୍ଚାଅଶି ନବେ ଯିଏ ବଞ୍ଚିବ

ପୁତ୍ର କନ୍ୟା ସେବା ଭାଗ୍ୟରେ ଥିବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy