STORYMIRROR

Pramod Kumar Jena

Abstract

2  

Pramod Kumar Jena

Abstract

ରାଇଜେ ରାଇଜେ ଲାଗିଛି ପାଲା

ରାଇଜେ ରାଇଜେ ଲାଗିଛି ପାଲା

1 min
159

ରାଇଜେ ରାଇଜେ ଲାଗିଛି ପାଲା

ଖାଲି ଭ୍ରଷ୍ଟାଚାର ଖାଲି ଘୋଟାଲା


ଏତେ ରୋଗବାଗ କାହୁଁ ଅଇଲା

ଜମିବାଡି ଘର ବନ୍ଧା ପଡିଲା


ବେଶି ଗାଆଁ ଘରେ ଝୁଲୁଛି ତାଲା

ଘରେ ଘରେ ଏବେ ଲାଗୁଛି ପାଲା


କାହା ପୁଅ ସାଙ୍ଗେ କା’ ଝିଅ ଗଲା

ବାପା ମାଆ ଇଜ୍ଜତ ନିଲାମ ହେଲା


ଆଗ ଶାନ୍ତି ପଦ ଉଭେଇ ଗଲା

ଆଈ କହେ ନାତି କି ଯୁଗ ହେଲା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract