Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଫାଲତୁ ଫିତୁ

Comedy

3  

ଫାଲତୁ ଫିତୁ

Comedy

ଦିପାବଳୀ ତିନିପଦିଆ

ଦିପାବଳୀ ତିନିପଦିଆ

1 min
7.1K


ଏକ:

କିଣିକି ବନ୍ଧୁକ-ବଅମ...

ଯିଏ ଯାହାକହୁ ମୋଅର କି'ଯାଏ

ଫୁଟେଇବି ନାହିଁ କଅମ !


ଦୁଇ:

ଚେଙ୍ଗିବି ନିଶ୍ଚୟ ନିଆଁ...

ସିଗାରେଟ ଯିଏ ନିଇତି ଚେଙ୍ଗୁଛି

ମନା ସେ କରିବ କିଆଁ !


ତିନି:

ଦ୍ଵୀପ କରି ଦୁକୁଦୁକୁ...

ଚାଇନାଲାଇଟେ ଘର ସଜେଇବି

ପଖାକାଠି ଫୁଙ୍କୁଫୁଙ୍କୁ !


ଫାଲତୁ ଫିତୁ

୯୫୮୩୬୭୮୩୪୫


Rate this content
Log in

Similar oriya poem from Comedy