STORYMIRROR

ଫାଲତୁ ଫିତୁ

Comedy Others

2  

ଫାଲତୁ ଫିତୁ

Comedy Others

ଆହା ! ତମେ କଣ କଲ

ଆହା ! ତମେ କଣ କଲ

1 min
14.1K


ତମ ବାପାଙ୍କର ଚାକିରି ଦେଖିକି

ପାଇଥିଲି ପ୍ରିୟା ଭଲ,

ତମ ଭାଇଙ୍କର ଅନୁପସ୍ଥିତିରେ

କରୁଥିଲି କେତେ ଗେଲ !

ଆହା ! ତମେ କଣ କଲ...

ମୋ ବାପା'ଭାଇଙ୍କ ବାହା'ପ୍ରସ୍ତାବକୁ,

ଯଉତୁକ ଦେଇହବନି କହିକି-

ଭୂଷ୍ କିନା ଭାଙ୍ଗିଦେଲ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy