Gunanidhi Samal
Comedy
ରୋଜ୍ ଦେଇକି ପ୍ରୋପୋଜ କରିଲି
ନେଲେନାହିଁ ଜଣେ କାହିଁ
ଚକୋଲେଟ ଧରି ଯାହାକୁ ଡାକିଲି
ସବୁ କଲେ ନାହିଁ ନାହିଁ,
ଯଉବନ ନଈ ଉଛୁଳି ପଡେ ମୋ
ଭାଙ୍ଗିଦେଇ ବନ୍ଧ ବାଡ଼
କାମନାର ତାତି ଥରାଇଲା ଛାତି
ଦେଖି ମାଘମାସ ଜାଡ଼,
ଧରି ମୁଁ ବୁଲୁଛି ଟେଡି
ଯାହାକୁ ଡାକିଲି ନିଅ ନିଅ ବୋଲି
ସବୁଗଲେ ମୁହଁ ମୋଡ଼ି ।
ପ୍ରମିଜ
ଟେଡ଼ି
ଚକୋଲେଟ
ପ୍ରୋପୋଜ
ରୋଜ
ସୂର୍ଯ୍ୟଙ୍କ ଦା...
ଆଧୁନିକ ସାହିତ୍...
ଅଜା ହୋଇଗଲେ ଖପ...
କବିତା
ଜାଗ ଜନତା ଜାଗ
ଆଉ ଅଧଘଣ୍ଟା ଲାଗିବ କୁକୁଡ଼ା ତରକାରୀ ହୋଇଯିବ, ମାଲ୍ ଟିକେ ମାରି ଚିକେନ ଖାଇକି ତୁମ ଘ ଆଉ ଅଧଘଣ୍ଟା ଲାଗିବ କୁକୁଡ଼ା ତରକାରୀ ହୋଇଯିବ, ମାଲ୍ ଟିକେ ମାରି ଚିକେନ ଖାଇକି ...
ସ୍ତ୍ରୀର ବୋଲକରା ହୋଇବ ନ ହେଲେ ଦେଖ ଝାଡ଼ୁ, ଟେକିକି କୁହ କାଳିବାନ୍ଦ୍ରୀକି ସୁନ୍ଦରୀ ସବୁଠା ସ୍ତ୍ରୀର ବୋଲକରା ହୋଇବ ନ ହେଲେ ଦେଖ ଝାଡ଼ୁ, ଟେକିକି କୁହ କାଳିବାନ୍ଦ୍ରୀକି ...
ଦରିଦ୍ର ଯାତନା ଯେ ଅକଥନୀୟ ବଢି ଚାଲେ ଅହରହ କରି ହାହା କାର ସହି ଅତ୍ୟାଚାର ପୀଡ଼ା ଦାହ ଦୁର୍ବିସହ । ଦରିଦ୍ର ଯାତନା ଯେ ଅକଥନୀୟ ବଢି ଚାଲେ ଅହରହ କରି ହାହା କାର ସହି ଅତ୍ୟାଚାର ପୀଡ଼ା ଦ...
ନାନ୍ଡୀ ମା' କହିଲା ବାବୁ ଛାଡୁଛି ସେ କାହୁଁ ଗାଉଁଲି ଡାକ୍ତର ଟା , ସେ କରି ଅଛି କାବୁ । ଖେଦି ଖେଦି ନାନ୍ଡୀ ମା' କହିଲା ବାବୁ ଛାଡୁଛି ସେ କାହୁଁ ଗାଉଁଲି ଡାକ୍ତର ଟା , ସେ କରି ଅଛି କାବୁ । ...
ସହରି ସହରି ବାସନା ଛାଡୁଛି ଚାଲିଯାଏ ଯେଉ ବାଟରେ ବିନା ପଙ୍ଖା ତଳେ ରାତି କଟୁଥିଲା ନିଦ ଲାଗୁନାହି ସହରି ସହରି ବାସନା ଛାଡୁଛି ଚାଲିଯାଏ ଯେଉ ବାଟରେ ବିନା ପଙ୍ଖା ତଳେ ରାତି କଟୁଥିଲା ...
ପାଟି ମୋର ଯଦି ଖୋଲୁ ତ ଥାଆନ୍ତା କହନ୍ତି ମୋ ମନ କଥା, ମଣିଷରୁ କାହିଁ କୁକୁର ମୁଁ ହେଲି ହେଉ ପାଟି ମୋର ଯଦି ଖୋଲୁ ତ ଥାଆନ୍ତା କହନ୍ତି ମୋ ମନ କଥା, ମଣିଷରୁ କାହିଁ କୁକୁର ମୁଁ ହେ...
ବି.ପି.ଏଲ ରାସନ କାର୍ଡ ଉଜ୍ୱଳ କାଳିଆ ଆଉ ଜନଧନ ସବୁଠି ଅବିଶ୍ୱାସ ଦୁର୍ନୀତିର ପଦଧ୍ୱନି ନେତା ଅଭିନେତା ... ବି.ପି.ଏଲ ରାସନ କାର୍ଡ ଉଜ୍ୱଳ କାଳିଆ ଆଉ ଜନଧନ ସବୁଠି ଅବିଶ୍ୱାସ ଦୁର୍ନୀତିର ପଦଧ୍ୱ...
ଆଜି ବି ଭିଜୁଛି ବର୍ଷାରେ ଲୁହରେ ଲହୁରେ ସଂସାର ମୋହରେ ପ୍ରତିଷ୍ଠାର ନିଶାରେ ସମାଜର ଆଖିଠାର ପ୍ର... ଆଜି ବି ଭିଜୁଛି ବର୍ଷାରେ ଲୁହରେ ଲହୁରେ ସଂସାର ମୋହରେ ପ୍ରତିଷ୍ଠାର ନିଶାରେ ...
ଜୋର ବୁଡ଼ା ତୋଡି ମାଛ ଧରା କାକୁଡ଼ି ନଡ଼ିଆ ଚୋରି କରିବାର ବେଳ ମୁହଁରେ ପାଉଁଶ ମାଖି ନଡ଼ିଆ ଷଢ଼େଇ ଓ କଦଳ... ଜୋର ବୁଡ଼ା ତୋଡି ମାଛ ଧରା କାକୁଡ଼ି ନଡ଼ିଆ ଚୋରି କରିବାର ବେଳ ମୁହଁରେ ପାଉଁଶ ମାଖି ...
କହି କିଛି ଲାଭ ନାହିଁ କହି କିଛି ଲାଭ ନାହିଁ
ମୋବାଇଲ ଧର ଜୀବନକୁ ଗଢ ପାଠ ବି ଏଥିରେ ପଢ, ମୁରୂଖ ଅପର୍ତ୍ତି କହୁଛି ରେ ବାବୁ ଖରାପ ବାଟେ ନ ମୋବାଇଲ ଧର ଜୀବନକୁ ଗଢ ପାଠ ବି ଏଥିରେ ପଢ, ମୁରୂଖ ଅପର୍ତ୍ତି କହୁଛି ରେ ବାବୁ ...
ମାନୁଥିଲେ ସଦା ମୁରବିଙ୍କ କଥା ନ ଥିଲା କାହାର ମାନ. ନିଜ ହାତେ ନିଜେ ଚଉଦ ପାଆରେ ନେଇ ମୁର ମାନୁଥିଲେ ସଦା ମୁରବିଙ୍କ କଥା ନ ଥିଲା କାହାର ମାନ. ନିଜ ହାତେ ନିଜେ ଚଉଦ ପାଆରେ ...
ଆସିବେ ମନ୍ତ୍ରୀ ହେବ ମିଟିଙ୍ଗ ଘରେ ରହିଥିବ ତୁମେ ଯଦି ଛୁଆଟି କାନ୍ଦଇ ଉଠି ବୋତଲ ଅଛି ସେ ସ୍ଥାନେ । ଆସିବେ ମନ୍ତ୍ରୀ ହେବ ମିଟିଙ୍ଗ ଘରେ ରହିଥିବ ତୁମେ ଯଦି ଛୁଆଟି କାନ୍ଦଇ ଉଠି ବୋତଲ ଅଛି...
ରାତି ପାହି ପାହି ଆସିଲା ବେଳକୁ ରାମ କୋଦଣ୍ଡ ଧରିଲେ, ରାବଣ ପଛରେ ଗୋଡାଇ ଗୋଡ଼ାଇ ପେଣ୍ଡାଲରେ ପହଞ୍ଚିଲ... ରାତି ପାହି ପାହି ଆସିଲା ବେଳକୁ ରାମ କୋଦଣ୍ଡ ଧରିଲେ, ରାବଣ ପଛରେ ଗୋଡାଇ ଗୋଡ଼ାଇ ...
ବିଭୂ ଆଶୀର୍ବାଦ ଥାଉ ସଦା ମୁଣ୍ଡେ କରିବି ଘର ଛାଉଣୀ। ସେହି ଘର ମୋର ସରଗଠୁ ବଳି ମୋ ବିଭୂ ଆଶୀର୍ବାଦ ଥାଉ ସଦା ମୁଣ୍ଡେ କରିବି ଘର ଛାଉଣୀ। ସେହି ଘର ମୋର ସରଗଠୁ ବଳ...
ଅଢେଇ ବର୍ଷରେ ଅଢେଇଶ' କୋଟି ଗିଳିଦେବ ସବୁ ବାଛି ସେବାରେ ଦେବାରେ ଭାବରେ ନେବାରେ ଉପନିର୍ ଅଢେଇ ବର୍ଷରେ ଅଢେଇଶ' କୋଟି ଗିଳିଦେବ ସବୁ ବାଛି ସେବାରେ ଦେବାରେ ଭାବରେ ନେବାରେ ...
ମୋ ବୋହୂ କାହାଣୀ ମୋ ବୋହୂ କାହାଣୀ
ଜଳଖିଆ ଆଉ ବେଳା ଖାଇବାକୁ ମିଶେଇ ଦେଲା ଚତୁରୀ ଭୋକ ବିକଳରେ ଖାଇ ଦେଇ ସେଇ ଖରାରେ ଆସିଲି ଫେରି।। ଜଳଖିଆ ଆଉ ବେଳା ଖାଇବାକୁ ମିଶେଇ ଦେଲା ଚତୁରୀ ଭୋକ ବିକଳରେ ଖାଇ ଦେଇ ସେଇ ଖରାରେ ଆସି...
କାନ ପାଚିଗଲା, ଶୁଣି ଶୁଣି ନିତି ବୁଢୀର ଏ ନିବେଦନ ସଜବାଜ ହୋଇ ବାହାରିଲେ ଯମ ନେବେ ଆଜି ବୁଢୀ ପ୍ରାଣ । କାନ ପାଚିଗଲା, ଶୁଣି ଶୁଣି ନିତି ବୁଢୀର ଏ ନିବେଦନ ସଜବାଜ ହୋଇ ବାହାରିଲେ ଯମ ନେବେ ଆ...
'ଭଗବତୀ' ଶବ୍ଦ ଆରମ୍ଭ ଅକ୍ଷର 'B' ଖସି ପଡିଥିଲା ବାକି ଅକ୍ଷରକୁ ନେଇ ନାତି ଟୋକା 'ହଗବତୀ' ପଢୁଥିଲା।। 'ଭଗବତୀ' ଶବ୍ଦ ଆରମ୍ଭ ଅକ୍ଷର 'B' ଖସି ପଡିଥିଲା ବାକି ଅକ୍ଷରକୁ ନେଇ ନାତି ଟୋକା 'ହଗ...