STORYMIRROR

BULU BEHERA

Comedy Children

4  

BULU BEHERA

Comedy Children

ବନା ଓ ଫଳା ଗୀତ

ବନା ଓ ଫଳା ଗୀତ

1 min
294


    ଏକ -" ଆ" କାର,

ତୁ ଗୋଟେ ବଡ଼ ପାଠ  ଚୋର  l


     ଦୁଇ - ହସ୍ବେ 'ଇ' କାର, 

 କାଲି ସ୍କୁଲ ଯାଇ ନୁ ନା' ହର  l


    ତିନି -  ଦୀର୍ଘ 'ଈ' କାର,

 ଓଃ! ପଢିବାକୁ ଲାଗୁଛି  ଡର  l


    ଚାରି - ହ୍ରସ୍ବ 'ଉ'କାର,

ବୁଲିବା କାମ  ସବୁ  ତୋର l


     ପାଞ୍ଚ - ଦୀର୍ଘ 'ଊ' କାର,

ସତ  କହ  ନ  କାଢି  ଓର  l


      ଛଅ - 'ଏ'  କାର,

ସବୁ  ରଖିଛି  ମୁଁ'  ତୋ' ଖବର  l


     ସାତ -  ଐ କାର,

ଯାଇଥିଲୁ ପରା  ବରହମପୁର l


    ଆଠ -  'ଓ ' କାର,

ତା' ପରେ ଗଲୁ ନା' ବୁକ ଷ୍ଟୋର l


    ନଅ - 'ଔ' କାର,

କିଣିଲୁ ନା ଗୋଟେ ଟେଷ୍ଟ ପେପର l


    ଦଶ -  ଅନୁସ୍ୱlର,

ବୁଲିଲୁ ଯାଇ ଗୋପାଳ ପୁର  l


p>

  ଏଗାର -  ବିସର୍ଗ,

ତା, ପରେ ଗଲୁ ହୋଟେଲ ସ୍ୱର୍ଗ l


  ବାର -  ଚନ୍ଦ୍ର ବିନ୍ଦୁ,

ସାଥେ  ଥିଲେ  ମାମୁଁ  କୃପାସିନ୍ଧୁ l


   ତେର -   ହଳନ୍ତ,

ଦେଖିଲ  ସିନେମା ଥିଲା  ସିଦ୍ଧାନ୍ତ l


  ଚଉଦ - ' ଯ ' ଫଳା,

କିଣିଲ  ନl, କେଜିଏ  କମଳା l


  ପନ୍ଦର -  'ର'  ଫଳା,

ତାପରେ  କିଣିଲ ପାଏ ଆଁଳା,


  ଷୋହଳ -  'ଳ' ଫଳା,

ବାଟେ  ଦେଖିଲ ନା' ଗୋଟେ କେଳା l


   ସତର -  'ବ ' ଫଳା,

ହାତରେ  ପିନ୍ଧିଲ  କିଣି ବଳା  l


  ଅଠର - ' ମ'  ଫଳା,

ବଜାଉଥିଲା  ସେ ଧରି  ବେହେଲା l


  ଉଣେଇଶୀ -- ' ନ '  ଫଳା,

ମଜା  ଲାଗିଲାନା  ସାପ  ଖେଳା l


   କୋଡିଏ - "ଋ " ଫଳା,

ମୋତେ କହିଲା  ତୋ' ଭାଇର  ଶଳା  l


   ଏକୋଇଶୀ -  ରେଫ,

ପହଁଚିଲା  ବେଳେ ଗୋଟେ ହାଫ  l



Rate this content
Log in

Similar oriya poem from Comedy