STORYMIRROR

Gunanidhi Samal

Comedy

3  

Gunanidhi Samal

Comedy

ପ୍ରମିଜ

ପ୍ରମିଜ

1 min
17

ଭଲ ପାଇଥିଲି ହୃଦୟ ଦେଇ ଲୋ

ବାପା ମାଆ ଗଲି ଭୁଲି

କିବୁଦ୍ଧି କରିଲୁ ଆଲୋ ପୋଡାମୁହିଁ

ଆଲୋ ନିଆଁ ଆଲୋ ଚୁଲ୍ଲୀ,

ଯାହାତୁ ମାଗିଲୁ ସବୁ ଆଣିଦେଲି

ଗୋଟି ଗୋଟି କରି କିଣି

ତେଲ ଶାମ୍ପୁ ସାଥେ ସିନିହ ଅତର

କିଣିଦେଲି ମନ ଜାଣି,

ଅଲାଜୁକି ସବାଖାଇ

ପ୍ରତିଜ୍ଞାକୁ ଭୁଲି କାହିଁ ଗଲୁ ଚାଲି

ଧରି କି ଧରମ ଭାଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy