STORYMIRROR

Gunanidhi Samal

Comedy

3  

Gunanidhi Samal

Comedy

ଚକୋଲେଟ

ଚକୋଲେଟ

1 min
35

ଆସଲୋ ସୁନ୍ଦରୀ ନିଅ କାଡ଼ବୁରୀ

ତୋ ପାଇଁ ଆଣିଛି କିଣି

ଖାଇ କିଟ୍ କାଟ୍ ହୋଇଯା ସେଏଟ

କରିନେବି ତୋତେ ରାଣୀ,

ଲାକଟୋ ରଖିଛି ଅମୂଲ ବି ଅଛି

କିସ୍ ମି ରଖିଛି କେତେ

ମିଠା କରିଦେବି ପାଟିକୁ ତୋହର

ଖାଇବୁ ଯାହାକୁ ଯେତେ,

ନହେବୁ ଯଦି ତୁ ରାଜି

ପାର୍ଲେଜୀ ଖାଇ ତୋରନାମ ଗାଇ

ବାଆଜି ହେବିଲୋ ଆଜି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy