Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BULU BEHERA

Abstract Action Children

3  

BULU BEHERA

Abstract Action Children

ଶ୍ରୀ ଗଣେଶ ଚତୁର୍ଥୀ

ଶ୍ରୀ ଗଣେଶ ଚତୁର୍ଥୀ

1 min
125


କେବେ ମାଆ ଠାକୁରାଣୀଙ୍କର ପୂଜା କୋଇଥାଏ ତ

କେବେ ମାଆ ତାରାତାରିଣୀଙ୍କର ହୁଏ l

କେବେ ମାଆ ସିଂହାସନୀ ଙ୍କର ତ 

ଆଉ କେବେ ମା ଭଗବତୀ ଙ୍କର ହୁଏ l

ଦଶହରାରେ ଦୁର୍ଗତିନାଶିନୀ ମାଆ 

ଦୁର୍ଗାଙ୍କର ପୂଜା ହୋଇଥାଏ ତ'

ଦୀପାବଳୀରେ ମାଆ କାଳୀଙ୍କର ହୁଏ l

କେବେ ପୁଣି ମା ଲକ୍ଷ୍ମୀଙ୍କର ତ'

କେବେ ପ୍ରଭୁ ମହାଦେବ ଙ୍କର ହୋଇଥାଏ l

ଏହିପରି ବାର ମାସରେ ତେର ପ୍ରକାରର 

ପୂଜା ଵିଧି ସବୁ ଅନୁଷ୍ଠିତ ହୋଇଥାଏ  l

ଆଜି ମଧ୍ୟ ସେହିପରି  ଏକ  ପୂଜା 

ସର୍ବ ଭାରତୀୟ ସ୍ତରରେ ଯେଉଁ ଦେବତାଙ୍କୁ

ଭକ୍ତମାନେ ତଥା ବିଦ୍ୟାଳୟ ଓ ମହା ବିଦ୍ୟାଳୟରେ

ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନେ ଭକ୍ତି

ସହକାରେ ଉପବାସ ରହି  ସର୍ବଦା

ବିଦ୍ୟା ଯାହାକୁ ମନେମନେ  ମାଗନ୍ତି 

ସଭିଏଁ ଆକୁଳ ନିବେଦନ ହୋଇ କହନ୍ତି

ହେ ପ୍ରଭୁ ଗଜାନନ , ଅଗ୍ରପୂଜ୍ୟ

ଆମକୁ ବିଦ୍ୟା କରନ୍ତୁ ପ୍ରଦାନ l

ଗାଆଁ ରୁ ସହର  ଚାରିଆଡେ ଉତ୍ସବ ମୁଖର

ପିଲା ଠାରୁ  ବୁଢା  ସମସ୍ତେ  ମତୁଆଲା  ହୋଇଉଠନ୍ତି 

ଆଜି ସେହି ମହାନ ପବିତ୍ର ଦିବସଟି  ହେଉଛି 

 ଭାଦ୍ରବ ମାସ ଚତୁର୍ଥୀ ବା  ଗଣେଶ  ପୂଜା l



Rate this content
Log in

Similar oriya poem from Abstract