Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BULU BEHERA

Classics Fantasy Others

3  

BULU BEHERA

Classics Fantasy Others

ମହା ଶିବରାତ୍ରୀ

ମହା ଶିବରାତ୍ରୀ

1 min
111


ବର୍ଷକ ତିନି ଶହ ପଞ୍ଚଷଠୀ ଦିନ ଓ ରାତି


ସବୁ ମାସ ମଧ୍ୟରେ  ଅନ୍ୟତମ 


ଫାଲ୍ଗୁନ ମାସର ଗୋଟିଏ ବାର


ଓ ଗୋଟିଏ ରାତି ସାର l


ଯେଉଁ ରାତିରେ ସବୁ କୋଟି କୋଟି 


ଭକ୍ତମାନେ ଉଜାଗର ରହିଥାନ୍ତି  l


ଜାଗର  ଜାଳି  ସଭିଏଁ


ରାତି ସାରା  ଉଜାଗର  ରହିଥାନ୍ତି l


ନିଘା  ଓ  ନିଷ୍ଠା  ଉପବାସ  ରହି


ପ୍ରଭୁ  ଲୋକନାଥଙ୍କୁ  ସ୍ମରିଥାନ୍ତି  l


କୌଣସି  ଉପବାସକୁ  ଭକ୍ତମାନଙ୍କୁ


ଏତେ କଷ୍ଟ  ସ୍ୱୀକାର 


କରିବାକୁ କେବେ ପଡ଼େନାହିଁ   l


ଭକ୍ତମାନେ  ଦିନରାତି  


ନ  ଖାଇ ନ ପିଇ  ଉପବାସ


ରହିବାକୁ  ପଡିଥାଏ  l


ଏପଟେ ଭୋକିଲାକୁ  ସେପଟେ


ରାତି  ଉଜାଗର  ରହି


ନିଜକୁ ସମର୍ପି  ସବୁ  ଦିଅନ୍ତି  l


ସମସ୍ତେ  କହନ୍ତି  ହେ ପ୍ରଭୁ


ନୀଳକଣ୍ଠ  ତୁମେ  ହିଁ


ସାହା ଆଉ ଭରସା   l


ଏହି  ଜାଗର  ରାତିରେ


ମହାଦୀପକୁ  ସାକ୍ଷୀ ରଖି  ଆମେ 


ପାଳନ  କରୁଛୁ  ପ୍ରଭୁ ତୁମର ବ୍ରତ l


ଦୀର୍ଘ  ଏକ ବର୍ଷ  ହେଲା


ଆପେକ୍ଷା  କରି  ରହିଥିବା


ସେହି  ମହାନ  ଜାଗତିକ


ପବିତ୍ର  ମହାଶିବ  ରାତ୍ରୀକୁ   l


    







Rate this content
Log in

Similar oriya poem from Classics