STORYMIRROR

Sanjya Tripathy

Classics

3  

Sanjya Tripathy

Classics

ସବୁ ଝିଅଝିଅମାନେ କାହିଁକି ଯାଆଂତି

ସବୁ ଝିଅଝିଅମାନେ କାହିଁକି ଯାଆଂତି

1 min
202

ସବୁ ଝିଅ

ଝିଅମାନେ କାହିଁକି ଯାଆଂତି ମା’ ଘର ?

ଝିଅ ମାନେ କିଛି ଆଣିବା ପାଇଁ ଯାଅତି ନାହିଁ

ଝିଅ ମାନେ

ମା’ ଘର ଆସଂତି

ଜିକର ମୂଳକୁ ଘଂଚିବା ପାଇଁ

ଭାଇର ଖୁସିର ସଂଧାନରେ

ନିଜର ୱର୍ଣ୍ଣାଭ ପିଲାଦିନ ଖୋଜିବା ପାଇଁ

ରଖିବା ପାଇଁ ଅଗଣାରେ

ସ୍ନେହର ପ୍ରଦୀପ

କିଛି ନେବା ପାଇଁ ଆସଂତି ନାହିଁ ଝିଅ ମାନେ

ଝିଅ ମାନେ

ଝିଅ ମାନେ

କବାଟରେ ତାବିଜ ବାଂଧବା ପାଇଁ ଆସଂତି

କୁଦୃଷ୍ଟିରୁ ଘରକୁ ବଂଚାଇବା ପାଇଁ

ମମତାର ନର୍ଝରଣୀରେ ଗାଧୋଇବା

ଇବା ପାଇଁ ଆସଂତି

ଜିଜର ସଂଚିତ ସ୍ନେହରୁ କିଛି କିଛି ଦେବା ପାଇଁ ଆସଂତି

କିଛି ନେବା ପାଇଁ ଆସଂତି ନାହିଁ ଝିଅ ମାନେ

ଯବେ ବି ଶ୍ଵଶରାଳୟ ଫେରଂତି

ବହୁତ କିଛି ସେଇଠି ଛାଡି ଆସଂତି

ଘରଲୋକଂକ ଆଖିର ଲୁହରେ

ପହଁରଂତି ସେମାନେ

ସେମାନଂକ ପ୍ରେମଭରା ହସ

ଯେବ ବି ଆସେ, ବାଂଟିଯାଏ ନିଜର ବୈଭବ

କିଛି ନେବା ପାଇଁ ଆସଂତି ନାହିଁ ଝିଅ ମାନେ

ବହୁତ ଙଚଳ ଓ ଖୁସି ଭରା ଥାଅତି ଝିଅମାନେ

ବହୁତ କୋମଳ ହୃଦୟ ସହ ନିରୀହ ଆଂତି ସେମାନେ

କଥା କଥାରେ କାଂଦଂତି

ଆପାପବିନ୍ଧା ଥାଅତି ସେମାନେ

ସ୍ଵର୍ଗୀୟ ଗୁଣରେ ଭରପୁର ଭଗବାନଂକ ଆଶୀର୍ବାଦ

ସହ ଘର ମହକି ଉଠେ

ଯେବେ ହସଂତି- ଏକ ଅଜବ ପୀଡା ହୁଏ

ଯେବେ ଅନ୍ୟ ଘରକୁ ଯାଆଂତି ଝିଅମାନେ

ଶୂନ୍ୟ ଘର ଅଗଣା ସହ କଂଦାଇ ଯାଆଂତି ସେମାନେ

ପିତ ମାତାଂକର ପ୍ରିୟ- ଖୁସିର ଝଲକ ଝିଅ

ସେମାନେ କହଂତି ନାହିଁ- ଭଗବାନ କହଂତି

ଯେବେ ମୁଁ ବହୁତ ଖୁସ୍ ହୁଏ, ତେବେ ଝିଅମାନେ ଜନ୍ମ ନିଅଂତି

କିଛି ନେବା ପାଇଁ ଆସଂତିନି ଝିଅମାନେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics