STORYMIRROR

rasmi maye pati

Romance

2  

rasmi maye pati

Romance

ଶ୍ରାବଣୀର ଲୁହ

ଶ୍ରାବଣୀର ଲୁହ

1 min
18

କଥା ଦେଇଥିଲା ଆର ବରଷକୁ ନିଶ୍ଚେ ଆସିବି ଗୋ ପ୍ରିୟା

ତନୁ ମନ ତୋର ଶୀତଳ କରିବି ଭିଯାଇବି ତୋର କାୟା ।

ଉପରେ ଉପରେ ଆସିଲା ଶ୍ରାବଣ ଛୁଇଁଲା ଶ୍ରାବଣୀ ବକ୍ଷ

ଖାଲି ସ୍ପର୍ଶରେ କି ତନୁ ମନ ଭିଯେ

ଶ୍ରାବଣୀ ଝୁରେ ଅତୀତ ।

ଉପର ମନରେ କଥା ଦି ପଦରେ 

ପ୍ରାଣ କିବା ଥଣ୍ଡା ହୁଏ।

ଅନ୍ତର ଭିଜା ସୁଖ ନ ମିଳିଲେ

ପ୍ରିୟା ସଦା ଝୁରୁଥାଏ ।

ଆଞ୍ଜୁଳେ ଜଳ ରେ ଛୁଇଁଲା ଶ୍ରାବଣ 

ଧରଣୀ ବକ୍ଷ ଟାଙ୍ଗରା ।

ଦିନ ସରିଗଲା ଶ୍ରାବଣ ଫେରିଲା

ଶ୍ରାବଣୀ ଲୁହେ ଭିଜିଲା  ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance