Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Action Classics Inspirational

3  

Sunanda Mohanty

Action Classics Inspirational

ଶିଶୁ ଓ ଶରତ ଋତୁ

ଶିଶୁ ଓ ଶରତ ଋତୁ

1 min
113


ଶରତ ସକାଳ ଦେହ ପାଇଁ ଭଲ

ଯୋଗାଭ୍ୟାସ କରିବା ପିଲେ ଚାଲ

ସୁସ୍ଥ ଓ ନିରୋଗ ରହିଲେ ଦେହ ଭଲ

ସୁରୁଜ ବୁଣନ୍ତି ମୁରୁଜ ଅଳ୍ପ ଖରା ଛାଇ

ଚାରିଆଡ଼େ ମୁକ୍ତ ବାୟୁ ଝରକା ଖୋଲ

ମୁକ୍ତ ବାୟୁ ସେବନ ହିତ,ସତେ ସଜଫୁଲ

ଦେହ ଓ ମନ ସୁସ୍ଥ ରହିଲେ କାମ ଭଲ

ମନ ଲଗାଇ ପାଠ ପଢ଼ିଲେ ହେବ ଗେଲ

ବୁଢୀମା କହିବ କାହାଣୀ କରି ସମତୁଲ

ମଣିଷ ପଣିଆ ଥିବ,ନଥିବ ଭେଜାଲ 

ଦୁର୍ଗା ମାଆ ଆଗମନେ କାଶତଣ୍ଡି ଫୁଲ

ସ୍ଵାଗତ କରୁଛି ମାଆ ଓ ଋତୁକୁ ଯେଣୁ

ଶିଖି ଶିଖାଇ ପ୍ରଣାମ କରିବା ଜାଳି ମଶାଲ

ପ୍ରଣାମ ଏକ ଯୋଗ ଦେଲେ ଭାଗ୍ୟ ଉଜ୍ଜ୍ବଳ

ସମ୍ମାନ ଦେଲେ ମିଳେ ଜାଣ ସୁନାଫୁଲ

ସଭିଙ୍କୁ ଉଚିତ ବ୍ୟବହାର ଦିଅ ଭବିଷ୍ୟ ଫୁଲ

ମାଆ ଦୁର୍ଗାଙ୍କୁ ମାଗି ଆଶୀର୍ବାଦ ବାଟ ଚାଲ

ହେବ ସୁନା ପିଲା ଶରତ ଋତୁଟି ଭାରି ଭଲ

ବଡମଣିଷ ହେଵାକୁ ଶପଥ ସୁପଥ ବାଛି ଚାଲ

ଶକ୍ତି ସ୍ୱରୂପା ମାଆ ଦୁର୍ଗାଙ୍କୁ ଶରତେ ପୂଜିବା ଦେଇ ଫୁଲ ।



Rate this content
Log in

Similar oriya poem from Action