STORYMIRROR

Sunanda Mohanty

Abstract Drama Action

4  

Sunanda Mohanty

Abstract Drama Action

ନାରୀ

ନାରୀ

1 min
10


ୟୁରୋପରେ ବେସରକାରୀ ସମ୍ପତ୍ତି 

ସାର୍ବଜନୀନ ଉପଭୋଗ ବସ୍ତୁ ଅଟନ୍ତି 

ଆରବରେ ଲୋକଙ୍କ ସମ୍ପତ୍ତି 

ଶରୀର ଢାଙ୍କି ଦେଇଥାନ୍ତି 

କିନ୍ତୁ ଭାରତରେ ଆର୍ଯ୍ୟ ସଂସ୍କୃତି 

ନାରୀଙ୍କୁ ମର୍ଯ୍ୟାଦା ଦେବା ସମସ୍ତେ ଜାଣନ୍ତି 

ମାତା ଭଗିନୀ ଜନନୀ ଜାୟା ସର୍ବଶକ୍ତି 

ଯେଣୁ ପିତା ମାତା ଭାଇ ତ୍ୟାଗ କରିଥାନ୍ତି 

ନାରୀଙ୍କୁ ଗୃହିଣୀ ବୋଲାନ୍ତି 

ସାନାତନ ସାନାତନୀ କନ୍ୟା ହିଁ ଅଟନ୍ତି 

ଗାନ୍ଧାରୀ କନ୍ୟା ନାମେ ଗାନ୍ଧାର ରାଜ୍ୟ ଚଳାନ୍ତି 

ପାଞ୍ଚାଳୀ ନାମେ ପଞ୍ଚାଳ ରାଜ୍ୟ ବୋଲାନ୍ତି 

କି ସୁନ୍ଦର ଆମ ଦେଶ ଓ ତାର ସଂସ୍କୃତି 

କନ୍ୟା ଏଠାରେ ଆଦୃତି ଲଭନ୍ତି

ପତି ପାଇଁ ଶ୍ରୀମତୀ ଅଟନ୍ତି 

ଦୁଇକୂଳ ହିତା ଦୁହିତା ସୁଖିନଃ ଭବନ୍ତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract