STORYMIRROR

Sunanda Mohanty

Fantasy Others

4  

Sunanda Mohanty

Fantasy Others

ଆଘାତ

ଆଘାତ

1 min
8


କିୟାର ପ୍ରକ୍ରିୟା ପରି ଆଘାତ ସାତସରି 

ପାଦରେ ଆଘାତ 

ପଥ ଓ ପାଥେୟ ବଦଳେ 

ହୃଦୟେ ଆଘାତ 

ଜୀବନ ଶୈଳୀ ଡାଳେ ମୂଳେ 

ଆଘାତ ଅକୁହା ବେଦନା 

ଆଘାତ ସହି କହି ହୁଏନା 

ବଧେଇ ଜଣେଇ ଆଘାତ 

ଦିଏ କେହି ନିଜ ଲୋକ ନାତ 

ମନେ ପଡେ ନକହିବା କଥା 

କହିବାରୁ ଦେଲା ବୋଧେ ବ୍ୟଥା 

ଏମିତି କେତେ ବଥା ଆଘାତ ଦେହ ସହେ 

ମନରୁ ଭୁଲି ନହୁଏ 

ଆଘାତ ଦେଇଥିବା ଲୋକ ବୋଳିଲେ 

ଯେତେ ବି ଅର୍କ ଆଉ ନଯାଏ 

ବଥା ଓ ବ୍ୟଥା ଭରିଥାଏ ।।


Rate this content
Log in

Similar oriya poem from Fantasy