STORYMIRROR

Harekrushna Deb Sahoo

Romance Classics Fantasy

3  

Harekrushna Deb Sahoo

Romance Classics Fantasy

ପ୍ରେମାଲୋକ

ପ୍ରେମାଲୋକ

1 min
175

ଆଖି ଲୁହ ମୁକ୍ତା 

ହସ ଆଣେ ପ୍ରୀତି 

କାନ୍ଦ ଲାଗେ ଛାନ୍ଦ 

ହୃଦୟ ଶୂନ୍ୟ ଛନ୍ଦ 

ସଙ୍ଗୀତମୟ ଲୟ

ପ୍ରେମ ଅଛିଣ୍ଡା ବନ୍ଧନ।


ଶାମୁକା କୋଳେ ମୁକ୍ତା 

ନାଗ ମଣି ଯୁକ୍ତା

ହୀରା  ସମ ଆଭା

ଲାଗେ ମନ ଲୋଭା

ପ୍ରେମର ଆଲୋକ

ଆନନ୍ଦମୟ ଝଲକ।


ଅନ୍ଧାର ଓ ଛାଇ 

ପ୍ରେମ ଲୁଚକାଳି ଖେଳ

ଆଲୋକିତ ପୃଥିବୀ 

ପ୍ରସ୍ଫୁଟିତ ଗୋଲାପ କଢ 

ପ୍ରେମ ରଙ୍ଗ ଓ ଅବିର

ନାୟକ ନାୟିକା

ବାସ୍ତବ ଜୀବନର।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance