STORYMIRROR

Harekrushna Deb Sahoo

Inspirational Children

3  

Harekrushna Deb Sahoo

Inspirational Children

ଭାରତ

ଭାରତ

1 min
18

ଜନନୀ ଜନନୀ ବନ୍ଦେ ଭାରତ, 

ସବୁଜ ଶ୍ୟାମଳ ଚିର ବନ୍ଦିତ ।

ଏଇ ଭାରତ ବୀର ପ୍ରସବିନୀ,

ବେଦ ଅମୃତ ବହେ ନିର୍ଝରିଣୀ। 

ଶସ୍ୟ ଶ୍ୟାମଳ ସବୁଜ ବନାନୀ, 

ଶୋଭା ସୌନ୍ଦର୍ଯ୍ୟ ଇନ୍ଦିରା ଜନନୀ। 

ବୀର ସୁଭାଷ ମହାତ୍ମା ସକଳ, 

ଜନମି ତା କୋଳେ ଚିର ଅମର। 

ଏଇ ଭାରତ ସକଳ ଆତ୍ମାର, 

ଚିର ବନ୍ଦନୀୟ ସର୍ବ ଜନର। 

ଏଠି ଯମୁନା ଏଠି ଗଙ୍ଗା ଯାର, 

ସରସ୍ୱତୀ ନଦୀ ହିମାଳୟର। 

ଏଇ ଭାରତ ସକଳ ଜନର, 

ଏଇ ଆମ ଦେଶ ବୀର ଅମର। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational