STORYMIRROR

Trinatha Behera

Inspirational

3  

Trinatha Behera

Inspirational

କରୋନା

କରୋନା

1 min
184

ମନୁଷ୍ୟ ସମାଜେ

ଚହଳ ପକାଇ

ମାଡି ଚାଲିଛି ଏ କରୋନା

ସଚେତନ ହୁଅ

ହେ! ଶ୍ରେଷ୍ଠ ମାନବ

ଜମାରୁ ଏହାକୁ ଡରନା

ହୋଇ ସାବଧାନ

ନ କରି ହେଳା

ସାବୁନରେ ହାତ

ଧୋଇଲେ ହେଲା

ରୋକିଲେ ନିଜକୁ

ଘର ଭିତରେ

ଅଯଥା ନ ବୁଲିବା

ବାହାରେ

ସଂକ୍ରମଣ କୁ

ଯଦି ରୋକିଲେ

କରୋନା ଆମଠୁ

ଯିବ ଯେ ଦୂରେ

ସଭିଁଏ ଆମେ

ଶପଥ ନେବା

କରୋନା କବଳୁ

ମୁକ୍ତି ପାଇବା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational