STORYMIRROR

Trinatha Behera

Tragedy

3  

Trinatha Behera

Tragedy

ନିକଟତମ ଦୂରତା

ନିକଟତମ ଦୂରତା

1 min
307

ତୁମେ ଅଛ ବହୁ ଦୂରରେ ପୁଣି

ଅଛ କେବେ ନିକଟରେ ଭାବନାରେ ପୁଣି

କେବେ ସତରେ ଆଉ ଭରୁଛ

ମୋ ଦେହେ ମାଦକତା

ତୁମ ମୋ ଭିତରର ଆବେଗ ପ୍ରବଣତା

ଆଜି ମନେ ପଡିଲେ

ହୃଦୟେ ଭରେ ପୂର୍ଣ୍ଣ ନୀରବତା ନିଃସଙ୍ଗ ଶୂନ୍ୟତା

ଏହା ଯେ ସତ

ଆମ ଭିତରେ ଅଛି ନିକଟତମ ଦୂରତା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy