Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gangotri Priyadarshini

Inspirational

4  

Gangotri Priyadarshini

Inspirational

ସୃଷ୍ଟିର ଆଧାର

ସୃଷ୍ଟିର ଆଧାର

1 min
222



ସମ୍ଭାବନାମୟ ସୃଷ୍ଟି

ସେଥିପାଇଁ ତ ,

ତୁମକୁ ପ୍ରାଣ ଭରି ଭଲପାଏ

ଅପଲକ ଚକ୍ଷୁରେ ,

ତୁମ ଚାହାଣୀର ସ୍ଵାଦ ଆସ୍ୱାଦନ କରେ

ସମସ୍ତଙ୍କ ଠାରୁ,

ତୁମେ ମୋର ଅତି ପ୍ରିୟ ବୋଲି ।

ପ୍ରତିକ୍ଷଣ ମୁଁ, 

ଭାବମୟ ହୋଇ ବଞ୍ଚେ

କିଛି ତ ଗୋଟେ ସଂକେତ ଦିଅ ସ୍ଵାମୀ

କେବେ ଏଇ ରକ୍ତ ମାଂସ ଦେହରେ

ତୁମ ଉପସ୍ଥିତିର ଅଙ୍ଗେଲିଭା ଅନୁଭବ ଲଭିବି ।

ଭୃତ୍ୟ ପରା ବେଠି ସେବିକା ମୁଁ,

ଏ ଅକିଞ୍ଚନ ପ୍ରତି ଦୟା ରଖ ହେ

ପରମ ପ୍ରେମମୟ ନିଷିଦ୍ଧ ଈଶ୍ୱର ।





Rate this content
Log in

Similar oriya poem from Inspirational