STORYMIRROR

Rasmita Nayak

Inspirational

4  

Rasmita Nayak

Inspirational

ଗୁରୁ

ଗୁରୁ

1 min
260

ଗୁରୁ ନାମ ନୁହେଁ ଦୁଇଟି ଅକ୍ଷର 

ନାହିଁ ତାର ଆଦି ଅନ୍ତ 

ଜ୍ଞାନର ଆଲୋକେ ଆଲୋକିତ କରି 

ଦେଖାନ୍ତି ସେ ନୂଆ ପଥ ll


ଆକାଶଠୁ ବିଶାଳ ସାଗରଠୁ ଗଭୀର 

ସୂର୍ଯ୍ୟଙ୍କଠୁ ଉଜ୍ୱଳମୟ, 

ଜ୍ଞାନର ଆଲୋକେ ଆଲୋକିତ ହେବା 

ଗୁରୁ ପାଦେ ରଖି ଲୟ ll


ଗଙ୍ଗାଠୁ ପବିତ୍ର ଅଗ୍ନିଠୁ ଉତ୍ତପ୍ତ 

ପର୍ବତ ପରି ଅଟଳ 

ମଧୁଠୁ ମଧୁର ଫୁଲଠୁ କୋମଳ 

ଚନ୍ଦ୍ରମା ପରି ନିର୍ମଳ 


ଗୁରୁ ଏକା ବ୍ରହ୍ମହ ଗୁରୁ ଏକା ବିଷ୍ଣୁ 

ସେଇ ପରା ମହେଶ୍ୱର 

ଗୁରୁ ପିତା ମାତା ଗୁରୁ ସର୍ଵଜ୍ଞାତା 

ସେ ପରା ଜ୍ଞାନ ଭଣ୍ଡାର ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Rasmita Nayak

ଗୁରୁ

ଗୁରୁ

1 min ପଢ଼ନ୍ତୁ

Similar oriya poem from Inspirational