STORYMIRROR

Rasmita Nayak

Others

3  

Rasmita Nayak

Others

ବନ୍ଧୁତା

ବନ୍ଧୁତା

1 min
279

ବନ୍ଧୁତା ନୁହେଁ ପାଣିର ଗାର

ଯାହା କ୍ଷଣିକରେ ମିଳାଇବ 

ବନ୍ଧୁତା ନୁହେଁ ପଥର ଲେଖା 

ଯାହା ଲିଭାଇଲେ ଲିଭିଯିବ ll

ଏହା ଏକ ପବିତ୍ର ସମ୍ପର୍କ 

ଯାହା ଚିରଦିନ ପାଇଁ ଥିବ ll

ବନ୍ଧୁତା ଅଟେ ଅଶାର ଆକାଶ 

ଯାହା ବିଶ୍ୱାସରେ ରହିଥିବା l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Rasmita Nayak

ଗୁରୁ

ଗୁରୁ

1 min ପଢ଼ନ୍ତୁ