STORYMIRROR

Banasmita Panda

Inspirational

4  

Banasmita Panda

Inspirational

ପ୍ରତିଯୋଗିତା

ପ୍ରତିଯୋଗିତା

1 min
218


ଆସ ସ୍ୱୀକାର କର

କିଛି ଏମିତି ପ୍ରତିଯୋଗିତା

ଯାହା ଦ୍ୱାରା ବନିଉଠିବ

ଆମ ଦେଶ ଉନ୍ନତମୂଳକ

ଦରିଦ୍ରତା ଦୂରୀକରଣ ପ୍ରତିଯୋଗିତା

ଜାତିପ୍ରଥା ଦୂରୀକରଣ ପ୍ରତିଯୋଗିତା

ଛୁଆଁ ଛୁତି ଦୂରୀକରଣ ପ୍ରତିଯୋଗିତା

ଭ୍ରଷ୍ଟାଚାର ଦୂରୀକରଣ ପ୍ରତିଯୋଗିତା

ଭୋକମାରି, ମହାମାରୀ ଦୂରୀକରଣ ପ୍ରତିଯୋଗିତା

ବଳାତ୍କାର, ଆତଙ୍କବାଦ ଦୂରୀକରଣ ପ୍ରତିଯୋଗିତା

ସ୍ଵଛ ଭାରତ ପ୍ରତିଯୋଗିତା

ସତ୍ୟପଥ,ଈମାନଦାରୀ ପ୍ରତିଯୋଗିତା

ଆସ ଗ୍ରହଣ କରିବା

ପିତା, ମାତା, ଶାଶୁ, ଶଶୁରଙ୍କ

ସେବାରେ ଭରା ପ୍ରତିଯୋଗିତା

ପୁଅ, ଝିଅ ସନ୍ତାନରେ

ପ୍ରଭେଦ ବିହୀନ ପ୍ରତିଯୋଗିତା

ଉତ୍କୃଷ୍ଟ ସ୍ୱାସ୍ଥ୍ୟ, ଉତ୍କୃଷ୍ଟ ପରିବେଶ

ଭରା ପ୍ରତିଯୋଗିତା

ନିଯୁକ୍ତିକରଣ ର ପ୍ରତିଯୋଗିତା

ଆସ ସଭିଏଁ ଭାଗ ନେବା ଏ ପ୍ରତିଯୋଗିତାରେ

ଗଢିବା ଗୋଟେ ନୂଆ ଭାରତ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational