STORYMIRROR

Debabrata Barik Debunu

Inspirational

3  

Debabrata Barik Debunu

Inspirational

କରୋନା

କରୋନା

1 min
246


ଚାଇନାରୁ ତୁମେ ଆସିଛ କରୋନା

କହୁଛ ମାରିବ ମଣିଷ

ବୁଦ୍ଧି ଜ୍ଞାନ ଆମ ହଜିତ ଗଲାଣି

ମନରେ ଅନେକ ଆତଙ୍କ

କହୁଛ କରୋନା ମାରିବ ମଣିଷ

ଆସିଅଛ ଜମ ହୋଇ

ଏ ସତର୍କ ସୂଚନା କରୁଅଛୁ ଆମେ

କରୋନା ଭୁତାଣୁ ପାଇଁ

ସଚେତନ ଶୀଳ ହେବା ଆମେ ଆଜି

ସଭିଙ୍କ ସୁରକ୍ଷା ପାଇଁ

ସଫା ସୁତୁରା ବଜାଇ ରଖିବା

ରଖିବା ମୁହଁ ଘୋଡାଇ

ଥଣ୍ଡା ଜ୍ଵର କାଶ ଲକ୍ଷଣ ଦେଖିଲେ

ଡାକ୍ତର ଙ୍କୁ ଯିବା ଦେଖାଇ

ଜନ ସମାଗମକୁ ରଚି ବିରତ

ଧଉତ କରିବା ଆପଣା ହସ୍ତ

ସ୍ୱାସ୍ଥ୍ୟ ରକ୍ଷାପ୍ରତି ପ୍ରଯତ୍ନ ରହିବା

ନ ହୋଇଣ ଅସ୍ତବ୍ୟସ୍ତ

ପ୍ରତିକାର ବିନୁ ଦୁର୍ଲଭ ଜୀବନ

ଜାଣଇ ନରକ ସମାନ

ତୁଳସୀ ଅଦା ଓ ଗୋଲମରିଚ କୁ

ଫୁଟାଇ କରିବା ପାନ

ଆହେ ମୋର ଗୁରୁଜନ

ଏହା କରୋନା ସଚେତନ.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational