STORYMIRROR

Debabrata Barik Debunu

Drama Inspirational

3  

Debabrata Barik Debunu

Drama Inspirational

ପରିବାର

ପରିବାର

1 min
11.6K


ପରିବାର ଏକ

ସୁରକ୍ଷିତ ସ୍ଥାନ

  ଯେ ସ୍ଥାନେ ମିଳେ ଯେ ସୁଖ।୧।

 

ବାପା ମାଆ ପରି

ନହେବେ କେହିତ

   ବୁଝିବାକୁ ଆମ ଦୁଃଖ।୨।


ପରିବାର ଆଜି

ପ୍ରାଚୀର ନଗଢି

 ଆତ୍ମିୟତା ବାଣ୍ଟି ବସେ।୩।


ତଥାପି ତ ଆଶା

ଉଦ୍ଦୀପନା ମନେ

  ପରସ୍ପର ଖୁସି ବାଣ୍ଟେ।୪। 


ସବୁ ବେଳେ ଆମ

ଶୁଭ ମନାସିବ

  ପୂଣ୍ଣ ହେଉ ସବୁ କାମ।୫।


ପବିତ୍ର ସମ୍ପର୍କ

ପ୍ରଭୁ ହେ ତୁମର

  ସାରା ବିଶ୍ୱରେ ମହାନ।୬


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama