STORYMIRROR

Debabrata Barik Debunu

Abstract Classics

3  

Debabrata Barik Debunu

Abstract Classics

ସନ୍ଧ୍ୟା ଆକାଶ

ସନ୍ଧ୍ୟା ଆକାଶ

1 min
11.7K


ସନ୍ଧ୍ଯା ଆକାଶ ରେ 

ଭାସିଲାଣି ବାଦଲ 

ଭ୍ରମ କୁହୁଡ଼ି ପରି

ଗୋ ଧେନୁ ଚରନ୍ତି 

ଆନନ୍ଦ ମନେ ଚିତ୍ତ ବିନୋଦନ 

କରନ୍ତି ମାନସୀ ଭରି

ସମୀର ବହେ 

ଯେବେ ନୀଳ ଆକାଶକୁ ଛୁଇଁ

ଶ୍ୟାମଳ ସୁନ୍ଦର 

ଘାସ ପରେ ନମଇ 

ଚରଣ ଛୁଇଁ

ଦିବସର ଅବସାନେ 

ରବି ନଇଁଲେନି 

ପଶ୍ଚିମ ଆକାଶରେ

ପ୍ରଫୁଲ୍ଲ ଚିତ୍ତେ ଆନନ୍ଦ 

ବିଭୂ ପ୍ରସାଦ ବରେ

ଶୀତଳ ସମୀରଣ 

ଭରା ଚୁମ୍ବନ ମନକୁ 

ହଜେଇ ଦିଏ

ଆଶାର ଆଷାଢ଼ 

ଗିସମ କାଳ ର 

ମନକୁ ଭୁଲେଇ ଦିଏ

ତୁମର ସେଇ ରୁପେଲି 

ପରଦାର ଶ୍ୟାମଳ 

ଘାସର ଫୁଲ ଚନ୍ଦନ

ରବି ମେଲନ୍ତି ନୁଆଇଁ 

ଶିର ପଶ୍ଚିମ ସମା 

ଭାଗେ ହୋଇଣ ଆନନ୍ଦ ମନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract