STORYMIRROR

Debabrata Barik Debunu

Others

2  

Debabrata Barik Debunu

Others

ଆବଶ୍ୟାକ ହିଁ ନାହିଁ

ଆବଶ୍ୟାକ ହିଁ ନାହିଁ

1 min
2.6K


ଆଜିର ଦିନରେ ଆଶା ଏକ 

ଆଉ ନିରାଶା ଅନେକ..

ସଫଳତା ହାତ ପାହାନ୍ତାରେ

ଥାଇ ମଧ୍ୟ ନାହିଁ... କାହିଁକି ! 

ଏବଂ କଣ ପାଇଁ ? 

ମୁଁ କେବେ ବୁଝି ପାରେନି..

ଏମିତି ଲାଗୁଛି ଯେମିତି

ଦେଖି ଥିବା ସ୍ଵପ୍ନ

କେବେ ସତ ହେବନି

ଆଉ ସେ ସ୍ଵପ୍ନ ଭାଙ୍ଗିରୁଜି ଯାଇଛି..

ଏଠି ସ୍ୱପ୍ନ କଣ ଦେଖିବା ଆଜ୍ଞା

ସ୍ଵପ୍ନ ଦେଖିବା ପାଇଁ

ଏତେ ରାତି କାଇଁ.. 

କିଛି ଭାବିଲେ ହେଉନି...

କିଛି ଆଶା ନ କରି ମଧ୍ୟ

ମିଳି ଯାଉଛି.. ଯାହା କେବେ

ଆବଶ୍ୟାକ ହିଁ ନାହିଁ..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍