STORYMIRROR

Debabrata Barik Debunu

Others

3  

Debabrata Barik Debunu

Others

ମୁହଁରେ ମୁରୁକି ହସ

ମୁହଁରେ ମୁରୁକି ହସ

1 min
11.9K

ଝାଇଁ ଝାଇଁ ଖରା କାଳିଆ ମୁଁହରେ

ପଡୁଛି ଦେଖରେ ସଖା

ଗରମ ଦିନରେ ଦେଉଳ ଭିତରେ

ପଖାଳ ଖାଉଛି ଜଗା

ଭାଇ ବଳଦେବ ଭଉଣୀ ସୁଭଦ୍ରା

ନିଅନ୍ତି ପଖାଳ ମଜା

ବିଶ୍ଵ ଥରହର ଭକତ ଅସ୍ଥିର

କରୋନା କରୁଛି ନାଟ

ଜଗା ହାତରେ ଦହି ପଖାଳ

ମୁହଁରେ ଝଲସେ ହସ 

ମାଉସୀ ଘରକୁ ଯିବ କାଳିଆ

ଭାଇ ଭଉଣୀ ଙ୍କ ସହିତ

ଭକତର ଦୁଃଖ ଦେଖା ଯାଉନାହିଁ

ହେବ ବୋଲି ତାର ଜାତ

ହଉରେ କାଳିଆ ତୋ ବଡ ଦାଣ୍ଡରେ

ନଥିବେ କେହି ଯେ ଭକ୍ତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍