Debabrata Barik Debunu
Drama Romance
ଭାଷା ହୀନ ପ୍ରେମ
ଭସାଇ ଦିଏ
ଲୁହ ର ମଝି ନଇରେ
ବ୍ୟାକୁଳ ହୁଏ ମୁଁ
ତୁମ ପଦିଏ କଥାରେ
କୁହ ମତେ ତୁମେ
ମୁଁ ଜାଣିନି କିଏ
ତୁମ କଥା ରେ
ଅନେକ ଆଘାତ ଥାଏ
ଧୀରେ ଧୀରେ ଆଜି
ନିଜକୁ ନିଜେ ମୁଁ
ଅଜଣା ନାୟକ ସଜାଇ ଦିଏ...
ମୁଁ ହେଉଥାଏ ହତ...
ମୁଁ ବର୍ଷା
ପରିବାର
ମୋ ଆଈ ମା
ବାରିଷ୍ଟର_ମଧୁ_...
ଆବଶ୍ୟାକ ହିଁ ନ...
ଅଜଣା_ନାୟକ_ସଜା...
ବିଶ୍ବାସ କର
ସନ୍ଧ୍ୟା ଆକାଶ
ମୁହଁରେ ମୁରୁକ...
ମୋ ସ୍ଥିତି, ପରିସ୍ଥିତି ସବୁ ତତେ ଜଣା ଜାଣି ଜାଣି ଆଜି ହେଉତୁ ଅଜଣା। ମୋ ସ୍ଥିତି, ପରିସ୍ଥିତି ସବୁ ତତେ ଜଣା ଜାଣି ଜାଣି ଆଜି ହେଉତୁ ଅଜଣା।
ଠିକ ସମୟରେ ଠିକ କାମ କରେ ଖୁଣି ପାରିବେନି କିଏ । ଠିକ ସମୟରେ ଠିକ କାମ କରେ ଖୁଣି ପାରିବେନି କିଏ ।
ଡ. ପ୍ରତିଭା ରାୟ ଡ. ପ୍ରତିଭା ରାୟ
ପୁତ୍ର ପ୍ରେମ ପଡ଼ି ପାଗଳିଟି ମୋର ଜଗତକୁ ଶିକ୍ଷା ଦିଏ । ପୁତ୍ର ପ୍ରେମ ପଡ଼ି ପାଗଳିଟି ମୋର ଜଗତକୁ ଶିକ୍ଷା ଦିଏ ।
ହରି ନାମ ଧରି ପଥ ଖୋଜୁ ଥାଏ ଅନ୍ତେ ଦୃଶ୍ୟ ହୁଏ ରାହା ଅଙ୍କା ବଙ୍କା ସେତ ଭରା କଫ ବାତ ବହେ ପ୍ରଭଞ୍ଜନ ହରି ନାମ ଧରି ପଥ ଖୋଜୁ ଥାଏ ଅନ୍ତେ ଦୃଶ୍ୟ ହୁଏ ରାହା ଅଙ୍କା ବଙ୍କା ସେତ ଭରା କଫ ବାତ ...
ପ୍ରେମର ସେ ସୃତି ସବୁ ଅନୁଭୂତି ମନେପଡେ ଅଧା ଅଧା କେବେସେ ହସାଏ ପୁରୁଣା କଥାରେ ପ୍ରେମର ସେ ସୃତି ସବୁ ଅନୁଭୂତି ମନେପଡେ ଅଧା ଅଧା କେବେସେ ହସାଏ ପୁରୁଣା କଥା...
“ ଦେହ “ ( କାଦମ୍ବରୀ ମହାଖୁଡ଼ ) “ ଦେହ “ ( କାଦମ୍ବରୀ ମହାଖୁଡ଼ )
ଅଳ୍ପ ସ୍ମିତହାସ୍ୟର ସେ ପ୍ରଥମ ଦେଖାରେ ପ୍ରେମ ପ୍ରସ୍ଫୁଟିତ ଥିଲା ଅଳ୍ପ ସ୍ମିତହାସ୍ୟର ସେ ପ୍ରଥମ ଦେଖାରେ ପ୍ରେମ ପ୍ରସ୍ଫୁଟିତ ଥିଲା
ପତ୍ର ଛାୟାରେ ବସୁନି ବାଟୋଇ ଗୋରୁଆଳ ପିଲା ବଇଁଶୀ ବଜେଇ ଥୁଣ୍ଟା ଗଛ ସେ ଯେ ନାହିଁ ତା ଜୀବନ ପତ୍ର ଛାୟାରେ ବସୁନି ବାଟୋଇ ଗୋରୁଆଳ ପିଲା ବଇଁଶୀ ବଜେଇ ଥୁଣ୍ଟା ଗଛ ସେ ଯେ ନାହିଁ ତା ଜୀ...
ଅସରନ୍ତି ନିର୍ମଳ ଚିନ୍ତାର ଖିଅ ମୋର ମନେ ଅବିଚ୍ଛ୍ୟେଦ ସମୟର ପ୍ରେମ ପାଇଁ ଅସରନ୍ତି ନିର୍ମଳ ଚିନ୍ତାର ଖିଅ ମୋର ମନେ ଅବିଚ୍ଛ୍ୟେଦ ସମୟର ପ୍ରେମ ପାଇଁ
ଆକାଶ ଆକାଶ
ତୁଳସୀ ଆଦି ଜନ୍ମ ବାଣୀ, ଆତ୍ମା ପବିତ୍ର ହେଲା ଶୁଣି । ତୁଳସୀ ଆଦି ଜନ୍ମ ବାଣୀ, ଆତ୍ମା ପବିତ୍ର ହେଲା ଶୁଣି ।
ରାତ୍ର ଆକାଶର ସେ କାମୁକ ସୌନ୍ଦର୍ଯ୍ୟ ଧୀରେ ଧୀରେ ବଢେ ତୋ ରୂପମାଧୁର୍ଯ୍ୟ। ରାତ୍ର ଆକାଶର ସେ କାମୁକ ସୌନ୍ଦର୍ଯ୍ୟ ଧୀରେ ଧୀରେ ବଢେ ତୋ ରୂପମାଧୁର୍ଯ୍ୟ।
ଭାବୁଛି ଫେରିବ ମୋର ଦୁନିଆଁରେ ସାଥି ତୁମେ ଆଉଥରେ ଭାବୁଛି ଫେରିବ ମୋର ଦୁନିଆଁରେ ସାଥି ତୁମେ ଆଉଥରେ
ତମେ ତମେ
ପୁଅ ହୋଇ ଏଠି ବାପାମାଆ ମାରେ ମଉଜ ମଜଲିସ଼ ରେ ଵୁଡେ ଚଳନ୍ତି ଦେବତା ଚିହ୍ନେ ନାହିଁ ସିଏ କୋଡେ ଯେତେ... ପୁଅ ହୋଇ ଏଠି ବାପାମାଆ ମାରେ ମଉଜ ମଜଲିସ଼ ରେ ଵୁଡେ ଚଳନ୍ତି ଦେବତା ଚିହ୍ନେ ନାହିଁ ସିଏ ...
ରକ୍ତର ରଙ୍ଗ ଧବଳ ସୂର୍ଯ୍ୟଙ୍କ ଉଦୟ ଆଉ ଲାଲ ଅସ୍ତରେ ରକ୍ତର ରଙ୍ଗ ଧବଳ ସୂର୍ଯ୍ୟଙ୍କ ଉଦୟ ଆଉ ଲାଲ ଅସ୍ତରେ
ତୁମ ପ୍ରେମ, ତୁମ ସ୍ମୃତି ରଖିଛି ମୁଁ ସାଇତି , ଏଇ ଜୀବନ ଯିବ ମୋ ଚାଲି ... ତୁମ ପ୍ରେମ, ତୁମ ସ୍ମୃତି ରଖିଛି ମୁଁ ସାଇତି , ଏଇ ଜୀବନ ଯିବ ମୋ ଚାଲ...
ଆଜି ଆଟୁହେବ ଆମର ଘର ଉପରେ ଚାଳଛପର ଆଟୁ,ଘର ଓ ଚାଳ ମଝିର ଆଜି ଆଟୁହେବ ଆମର ଘର ଉପରେ ଚାଳଛପର ଆଟୁ,ଘର ଓ ଚାଳ ମଝିର
ଦାନ ମାଝୀ ଦାନ ମାଝୀ