ନାରୀ
ନାରୀ
କେମିତି ବର୍ଣ୍ଣିବୀ ତୁ କୁ ମୁଁ
ତୁମେ ହିଁ କରିଛ ମାନ କୁ ସୃଜନ
ତୁମେ ସ୍ଵର୍ଗାଦପି ଗରୟଯସୀ
ଇଶ୍ଵ ଙ୍କ ପରେ ତୁମ ସ୍ଥାନ
ମୁଁ ଯେ ନିମିତ୍ତ ମାତ୍ର ।
କେତେ ଦିନ ଏମିତି ଚୁପ ରହି
ତିଳ ତିଳ ଜଳୁଥିବ
ତୁମ ସୃଷ୍ଟି ଆଜି ପଥ ହୁଡ଼ା
କଣ ଭାବୁଛ, ଏମିତି ସର୍ବଂସହା ସାଜି
ସମା କୁ ବଦଳଇଈ ଦେବ !
ସମସ୍ତେ ଏଠି ଭସ୍ମାସୁର ସାଜିଛନ୍ତି
ଗାନ୍ଧୀ କଥା ଶୁଣୁଛି କିଏ ଏଠି !
କିଏ କହିଲା ତୁମେ ନିରୀହା
ଅସହାୟା ବୋଲି !
ତୁମେ ତ ରାବଣ ବିନା ର କାରଣ ଥିଲ
ତୁମେ ତ ମହିଷାସୁ କୁ କରିଥିଲ ଧରାଶାୟୀ
ଲକ୍ଷ୍ମୀବାୟୀ ସାଜି ତୁମେ ତ ଲଢିଥିଲ
ଗୋରା ମାନଙ୍କ ସହିତ
ଉଠ ଜାଗ୍ରତ ହୁଅ ,ଉଠାଅ ଖଡ୍ଗ
ଖଣ୍ଡ ଖଣ୍ଡ କରିଦିଅ ,ପାପୀ ମାନଙ୍କୁ
ସ୍ଥାପିତ କର ସତ୍ୟ ଧର୍ କୁ ।