STORYMIRROR

Harekrushna Deb Sahoo

Fantasy Others Children

3  

Harekrushna Deb Sahoo

Fantasy Others Children

ପିଲାଦିନେ ବର୍ଷା

ପିଲାଦିନେ ବର୍ଷା

1 min
212

ବର୍ଷା ଭାରି ଅମାନିଆ 

ଚପଳା ସଙ୍ଗେ ସଙ୍ଗେ ସଙ୍ଗୀ

ମୋ ପିଲାଦିନ ମନେ ପଡେ 

ଯେବେ ମୁଁ ତା ପ୍ରେମରେ ଯାଏ ବୁଡି

ଭିଜା ଭିଜା ଦେହ ମୋର 

ବର୍ଷାର ପ୍ରେମ ଝର

ସତେ କି ବା ପକ୍ଷୀ ଦିଏ ଡେଣା ଝାଡି ।

ମଳୟ,ପବନ, ବାଦଳ ଓ ଆକାଶ 

ଏମାନେ ମୋ ସଙ୍ଗାତ

ବର୍ଷାରେ କାଗଜ ଡଙ୍ଗା ଭସାଇ 

ସଙ୍ଗୀତ ସୁରେ ନାଚନ୍ତି 

ସାତରଙ୍ଗ ଇନ୍ଦଧନୁ ଅବିର ରଙ୍ଗ 

ସତେ ମୋ ଅତୀତ 

ଆଣିଛି ମନରେ ଖୁସି ଓ ହସ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy