STORYMIRROR

Prahallad Sahoo

Classics Fantasy Inspirational

3  

Prahallad Sahoo

Classics Fantasy Inspirational

ତୁମେ ମୋର ଖୁସି

ତୁମେ ମୋର ଖୁସି

1 min
135

ହେ, ସକଳ ସୃଷ୍ଟିର ଆଧାର 

ତୁମେ ଅଦୃଶ୍ଯ

ତୁମେ ଅରୂପ

ତୁମେ ଅଦେହ

ତୁମେ ଅଲିଭା

ତୁମେ ଅଭିନ୍ନ

ତୁମେ ଅନନ୍ତ

ତୁମେ ଅଦମ୍ଯ

ତୁମେ ଅରୁଣ

ତୁମେ ଅଜପା

ତୁମେ ଅଛପା

ତୁମେ ଅଦେଖା

ତୁମେ ଅଲେଖ

ତୁମେ ଅଜଣା

ତୁମେ ଅମପା

ତୁମେ ଅସୀମ

ତୁମେ ଅକ୍ଷୟ

ତୁମେ ଅମୃତ

ତୁମେ ଅଚ୍ୟୁତ

ତୁମେ ଅନାମ

ତୁମେ ଅଗମ୍ଯ

ତୁମେ ଅନାଦି

ତୁମେ ଅପୂର୍ବ

ତୁମେ ଅଦ୍ଭୁତ

ତୁମେ ଅନନ୍ଯ 

ତୁମେ ଅଜିତ

ତୁମେ ଅଧ୍ୟକ୍ଷ 

ତୁମେ ଅବ୍ୟକ୍ତ

ତୁମେ ଅପାର

ତୁମେ ଅପିଚ

ତୁମେ ଅପର 

ତୁମେ ଅପିର୍ତ

ତୁମେ ଅଫେରା

ତୁମେ ଅବ୍ୟକ୍ତ

ତୁମେ ଅବ୍ଯୟ

ତୁମେ ଅସ୍ପର୍ଷ

ତୁମେ ଅଖଣ୍ଡ 

ତୁମେ ଅଖିଳ

ତୁମେ ଅଜର

ତୁମେ ଅମର

ତୁମେ ଅଘୋର 

ତୁମେ ଅଝାଲ

ତୁମେ ଅଟଳ

ତୁମେ ଅମାପ

ତୁମେ ଅଡୁଆ

ତୁମେ ଅଢଙ୍ଗ

ତୁମେ ଅତୁଟ 

ତୁମେ ଅତ୍ଯନ୍ତ

ତୁମେ ଅଥର୍ବ 

ତୁମେ ଅଥଳ

ତୁମେ ଅଥଚ 

ତୁମେ ଅଦୈତ୍ଯ

ତୁମେ ଅମିତ 

ତୁମେ ଅଭୟ

ତୁମେ ଅଶେଷ 

ତୁମେ ଅମୂଲ୍ଯ

ତୁମେ ଅମୋଦ 

ତୁମେ ଅମୋଘ

ତୁମେ ଅହିନ୍ଦ୍ର 

ତୁମେ ଅହିଂସ

ତୁମେ ଅଣସର 

ତୁମେ ଅନ୍ତର୍ଯ୍ୟାମି

ତୁମେ ଅଣାୟତ 

ତୁମେ ଅଣାକାର

ତୁମେ ଅଣକ୍ଷର 

ତୁମେ ଅଲୌକିକ

ତୁମେ ଅଖିଳେଶ 

ତୁମେ ଅଵିନାଶୀ

ତୁମେ ଅଧ୍ୟାପକ 

ତୁମେ ଅନୁଭବ

ତୁମେ ଅନାହତ 

ତୁମେ ଅନାବିଳ

ତୁମେ ଅନିର୍ଦ୍ଦିଷ୍ଟ 

ତୁମେ ଅନିଶ୍ଚିତ

ତୁମେ ଅବାରିତ 

ତୁମେ ଅଭିନନ୍ଦନ

ତୁମେ ଅଭିମାନ 

ତୁମେ ଅଭିଯୋଗ

ତୁମେ ଅବଦମିତ 

ତୁମେ ଅବ୍ଯବହିତ

ତୁମେ ଅଫୁରନ୍ତ 

ତୁମେ ଅନିୟନ୍ତ୍ରିତ

ତୁମେ ଅଭ୍ଯୁଥାନ 

ତୁମେ ଅଭୁତପୂର୍ବ

ତୁମେ ଅମୂଲମୂଲ 

ତୁମେ ଅମିତେନ୍ଦ୍ର

ତୁମେ ଅଯୌକ୍ତିକ

ତୁମେ ଅଯାଚିତ

ତୁମେ ଅରିନ୍ଦମ 

ତୁମେ ଅହେତୁକ

ତୁମେ ଅସୁରେଶ୍ଵର

ତୁମେ ଅସୀମିତ

ତୁମେ ଅଷ୍ଟୋତ୍ତର 

ତୁମେ ଅବିଭାଜିତ

ତୁମେ ଅବର୍ଣ୍ଣନୀୟ

ତୁମେ ଅମୀମାଂସିତ

ତୁମେ ଅଯୋନିସମ୍ଭୂତ

ତୁମେ ଅନହତବିହାରି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics