STORYMIRROR

Harekrushna Deb Sahoo

Romance Classics Fantasy

3  

Harekrushna Deb Sahoo

Romance Classics Fantasy

ପ୍ରେମ

ପ୍ରେମ

1 min
121

ଫୁଲ ଓ ପ୍ରଜାପତି 

ପଦ୍ମ ଓ ଭ୍ରମର 

ପ୍ରେମିକା ଓ ପ୍ରେମିକ 

ଏମାନଙ୍କର ମଧ୍ୟରେ 

ପ୍ରେମ ସବୁଜ ସୁନ୍ଦର 

ସୁଗନ୍ଧିତ ଅତର

ସ୍ବର୍ଗୀୟ ଅମର ।


ପ୍ରେମ ପ୍ରକୃତି କୋଳେ

ମଧୁମକ୍ଷୀ ମଧୁଝର 

ମିଠା ମିଠା କଥା 

ମାଠିଆ ପୂର୍ଣ୍ଣ ଜଳ

ମୋହିନୀ ମନ୍ତ୍ରର

ବୀଣା ସଙ୍ଗୀତ ଝଙ୍କାର 

ଗଭୀର ସାଗର।


ପ୍ରେମ ସତ୍ୟ ଶିବ ସୁନ୍ଦର

ରାଜଯୋଗ ପରମେଶ୍ବର 

ଆତ୍ମା ରୂପେ ଆତ୍ମନିବେଦନ 

କୁମୁଦ ବନ ଶେଫାଳି ପ୍ରତି 

ଫୁଟେ ଝଡେ ପ୍ରଭାତ କିରଣ

ବସନ୍ତ ମଳୟ ସମ ପ୍ରେମ

ଭିନ୍ନ ଏକ ସମର୍ପିତ ପ୍ରାଣ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance