Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lopamudra Parida

Action Inspirational

3  

Lopamudra Parida

Action Inspirational

ଶିକୁଳି

ଶିକୁଳି

1 min
119


ଝରକା ଦେଇ ଦେଖିଲି ସୁନାର ଗଛଟେ,

ଖରବୋଳା ।।

ସୂର୍ଯ୍ୟକୁ ବୋଧେ ଶହେ ଚାରି ଜର,

ଶୁଖେଇ ଚାଲିଛି ଜୋର ଠୁ ଝର ।।


ଆକାଶ ସାରା ବଉଦଆସର,

ହେଲେ କଳା ମେଘ କାଇଁ?

ଏ ତ ସବୁ କଂଜୁସ୍ କଣ୍ଠେଇ ।।


ଭାଜିବାର ବାଲି ଛାଡି

ଭାଜିହେଲେଣି ଲୋମଠୁ ରୋମ,

ଓଃ କି ଦାରୁଣ ଏ ଗରମ ।।


ପାଦର ବେଡିକୁ ଘୋଷାରି ଚାଲେ ବର୍ଷା,

ତା' ପ୍ରିୟା ଯେ ହଜିସାରିଛି କେବେଠୁ?

ପଚାରେ ସେ ଗଳି ଗଳିକୁ

ଦେଖିଛ କି ଝିଅଟିଏକୁ,

ନାଁ ଟି ଯାର 'ବନାନୀ ?

ଉଫ୍! ଏ ମଣିଷ

ଲୁହ ବେଳାରେ ବି ଲହୁ ଖୋଜେ,

କେତେ ଆଞୁଳି ଭରି ପିଇବ କେଜାଣି

ସବୁଜ ରକ୍ତ?

ବୋଧେ ପୃଥିବୀର ରଙ୍ଗ ମଙ୍ଗଳ ପରି ହେଲା ଯାଏ !


Rate this content
Log in